Odisha Link
Bridging the Missing Links in Odisha
Daily Archives

June 14, 2024

କଟକ: ବୋମା ନିଷ୍କ୍ରିୟ ବେଳେ ଅଘଟଣ,…

ଓଏଲ୍‌ ବ୍ୟୁରୋ: କଟକରୁ ଆସିଲା ଦୁଃଖଦ ଖବର। ଜବତ ବୋମା ନିଷ୍କ୍ରିୟ କଲା ବେଲେ ଫୁଟିଲା। ନିଷ୍କ୍ରିୟକାରୀ ପୁଲିସ୍‌ ଟିମରେ ଥିବା ଜଣେ ହାବିଲଦାର ମୃତ। ସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ବୋମା। ସୂଚନାଥାଉକି, କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ହୋଇଥିବା ବୋମା। ଆଜି…

କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ମୋହନ ସରକାର। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଥିବା ବେଳେ ମୋହନଙ୍କ ମନ୍ତ୍ରିମଣ୍ଡଳରେ କିଏ ହେବ କେଉଁ ମନ୍ତ୍ରୀ ତାକୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଏସବୁ ମଧ୍ୟରେ ଗତକାଲି ରାଜ୍ୟପାଳ ରଘୁବର ଦାସ ୮ ଥରର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ…

କୁଏତ ଅଗ୍ନିକାଣ୍ଡ: ତିଗିରିଆ କରାଡପଲ୍ଲୀ…

ଓଏଲ୍‌ ବ୍ୟୁରୋ: କୁଏତ ଅଗ୍ନିକାଣ୍ଡ ଘଟଣାରେ ୪୯ ଜଣଙ୍କ ପ୍ରାଣହାନୀ ଘଟିଛି। ମୋଟ ୪୯ ମୃତକଙ୍କ ମଧ୍ଯରୁ ୪୫ ଜଣ ହେଉଛନ୍ତି ଭାରତୀୟ। ସେ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ଆଠଗଡ ତିଗିରିଆ ଅଞ୍ଚଳର ମହମ୍ମଦ ଜହୁର ବୋଲି ସୂଚନା ରହିଛି। କରାଡପଲ୍ଲୀ ଗାଁର ୩୩ବର୍ଷୀୟ ମହମ୍ମଦ ଜହୁର କୁଏତରେ କାମ କରୁଥିଲେ। ଏକ…

ଜଗନ୍ନାଥପୁରରେ ସଡ଼କ ଦୁର୍ଘଟଣା: ୨ ମୃତ, ୫…

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ଅସ୍ତରଙ୍ଗ କାକଟପୁର ନିକଟ ଜଗନ୍ନାଥପୁରଠାରେ ସଡ଼କ ଦୁର୍ଘଟଣା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ୧୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚକିତ୍ସା ପାଇଁ ଚାରିଛକ ମେଡିକାଲରେ ଭର୍ତି କରାଯାଇଛି। ମିଳିଥିବା ସୂଚନା…

ଆଜି ପହିଲି ରଜ: ଶୁଭେଚ୍ଛା ଜଣାଇଲେ…

ଓଏଲ୍‌ ବ୍ୟୁରୋ: ଆଜି ଗଣପର୍ବ ରଜ। ଓଡ଼ିଶାର ଗଣପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର। ଜ୍ୟେଷ୍ଠ ମାସ ଶେଷ ଓ ଆଷାଢର ପହିଲି ପୁଲକରେ ଆସିଛି ରଜ ପର୍ବ। ଆଷାଢର ପ୍ରଥମ ଜଳରେ ମାଟି ମା ହୋଇଛି ରଜସ୍ୱଳା। ଏଥିପାଇଁ ଏହିଦିନ କୃଷି କାର୍ଯ୍ୟ ନିଷେଧ କରାଯାଇଥାଏ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି…

ଆଜି ପହିଲି ରଜ, ଗାଁରୁ ସହର ଉତ୍ସବ ମୁଖର

ଓଏଲ୍‌ ବ୍ୟୁରୋ: ଆଜି ଗଣପର୍ବ ରଜ। ଓଡ଼ିଶାର ଗଣପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର। ଜ୍ୟେଷ୍ଠ ମାସ ଶେଷ ଓ ଆଷାଢର ପହିଲି ପୁଲକରେ ଆସିଛି ରଜ ପର୍ବ। ଆଷାଢର ପ୍ରଥମ ଜଳରେ ମାଟି ମା ହୋଇଛି ରଜସ୍ୱଳା। ଏଥିପାଇଁ ଏହିଦିନ କୃଷି କାର୍ଯ୍ୟ ନିଷେଧ କରାଯାଇଥାଏ। ଭିନ୍ନ ରକମର ପିଠା ପଣା ସାଙ୍ଗକୁ ବନ୍ଧୁ ବାନ୍ଧବଙ୍କ…