Odisha Link
Bridging the Missing Links in Odisha
Daily Archives

July 26, 2024

କାହିଁକି ବଢୁଛି ଆଳୁ ଦର? ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ଦର। ଗୁରୁବାର ହଠାତ୍‌ ଆଳୁ କିଲୋ ପିଛା ଦର ୫୦ ଛୁଇଁଛି। ପୂର୍ବରୁ କେବେବି ବର୍ଷା ଋତୁରେ ଆଳୁ ଦର ବୃଦ୍ଧି ପାଇବା ଦେଖାଯାଇନଥିଲା। କିନ୍ତୁ ଚଳିତବର୍ଷ ଏହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି। ପଶ୍ଚିମବଙ୍ଗରୁ ହଠାତ୍ ଆମଦାନୀ ବନ୍ଦ ହୋଇଥିବାରୁ…

“ଭାରତ ଶାନ୍ତି ଚାହୁଁଥିଲା,…

ଓଏଲ୍‌ ବ୍ୟୁରୋ: ଆଜି ସାରା ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସ। ଭାରତ ପାଇଁ ଏହା ସ୍ମରଣୀୟ ତଥା ଐତିହାସିକ ଦିନ। କାରଣ ୨୫ ବର୍ଷ ତଳେ ପାକିସ୍ତାନକୁ ଧୂଳି ଚଟାଇ ସାରା ବିଶ୍ବରେ ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲେ ଭାରତୀୟ ସେନା। ଆଜି ସାରା ଦେଶ କାର୍ଗିଲ ବିଜୟ ଦିବସର ରୌପ୍ୟ ଜୟନ୍ତୀ ପାଳନ…

ବିଧାନସଭା ଅଧିବେଶନର ପଞ୍ଚମ ଦିନ, ଗୃହରେ…

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନର ଆଜି ପଞ୍ଚମ ଦିନ। ଗତକାଲି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅର୍ଥବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଥିଲେ। ୨୦୨୪-୨୦୨୫ ଆର୍ଥିକ ବର୍ଷ…

ଆଜି କାର୍ଗିଲ ବିଜୟ ଦିବସ: ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଆଜି ସାରା ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସ। ଭାରତ ପାଇଁ ଏହା ସ୍ମରଣୀୟ ତଥା ଐତିହାସିକ ଦିନ। କାରଣ ୨୫ ବର୍ଷ ତଳେ ପାକିସ୍ତାନକୁ ଧୂଳି ଚଟାଇ ସାରା ବିଶ୍ବରେ ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲେ ଭାରତୀୟ ସେନା। ଆଜି ସାରା ଦେଶ କାର୍ଗିଲ ବିଜୟ ଦିବସର ରୌପ୍ୟ ଜୟନ୍ତୀ ପାଳନ…

ଆଗତ ହେଲା ରାଜ୍ୟ ବଜେଟ୍, ଜାଣନ୍ତୁ କେଉଁ…

ଓଏଲ୍‌ ବ୍ୟୁରୋ: ଗତକାଲି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅର୍ଥବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ୧୩୦ ମିନିଟରେ ମୋହନ ସରକାର ୨.୬୫…

ଅନଲାଇନ୍ ଗେମ୍‌ରୁ କୋଟିପତି, ୬ ଜଣଙ୍କ…

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଅନଲାଇନ ଗେମରୁ ଟଙ୍କା ରୋଜଗାରକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। ଯାହା ଏକ ନିଶାରେ ପରିଣତ ହେଇଗଲାଣି। ଏସବୁ ଭିତରେ ଅନଲାଇନ ଗେମରୁ କୋଟିପତି ହେଇଥିବା ଅଭିଯୋଗ ହୋଇଛି। ଅନଲାଇନ ଗେମରୁ କୋଟିପତି ଅଭିଯୋଗରେ ୬ ଜଣଙ୍କ ଘରେ ଇଡି ଚଢ଼ାଉ କରିଛି। ବଡ଼ଗୋଗୁଆ ଗାଁରେ…

ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା, ୧୭…

ଓଏଲ୍‌ ବ୍ୟୁରୋ: ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା। ଘାଟ ଡଙ୍ଗାରେ ୧୭ ଜଣ ଯାତ୍ରୀ ଫସି ରହିଛନ୍ତି। ମେସିନରେ ତ୍ରୁଟି ଯୋଗୁଁ ଅଧା ବାଟରେ ଡଙ୍ଗା ଅଟକି ଯାଇଛି। ଯାତ୍ରୀଙ୍କ ସହ ଡଙ୍ଗାରେ ୭ଟି ବାଇକ୍‌ ମଧ୍ୟ ରହିଛି। ସାଢ଼େ ୭ଟାରେ ଜହ୍ନିକୁଦା ଘାଟ ନିକଟରୁ ଯାତ୍ରୀଙ୍କୁ ନେଇ ସାତପଡ଼ା ଅଭିମୁଖେ ବାହାରି ଥିବା…

ଆଜି ଐତିହାସିକ କାର୍ଗିଲ ବିଜୟ ଦିବସ,…

ଓଏଲ୍‌ ବ୍ୟୁରୋ: ଆଜି ଭାରତୀୟଙ୍କ ପାଇଁ ଏକ ଐତିହାସିକ ଦିନ। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଯାହାକୁ ନେଇ ଆଜି ବି ଗର୍ବ କରେ ସାରା ଦେଶ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଅବସରରେ କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି…

ଆସନ୍ତାକାଲି ନୀତି ଆୟୋଗର ବୈଠକ, ଯୋଗ…

ଓଏଲ୍‌ ବ୍ୟୁରୋ: ନୂଆଦିଲ୍ଲୀରେ ଶନିବାର ନୀତି ଆୟୋଗର ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏହି ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଗସ୍ତ କରିବା…