Odisha Link
Bridging the Missing Links in Odisha

କିଏ ହେବ ଓଡ଼ିଶାର ନୂଆ ଡିଜିପି ? ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓ୍ବାଇ.ବି.ଖୁରାନିଆ

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ପରବର୍ତ୍ତୀ ନୂଆ ପୁଲିସ ମୁଖିଆ କିଏ ହେବ? ତାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା। ଏସବୁ ମଧ୍ୟରେ ନୂଆଦିଲ୍ଲୀରେ ମୁଖମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବରିଷ୍ଠ ଆଇପିଏସ୍‌ ଓ୍ବାଇ.ବି.ଖୁରାନିଆ। ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଖୁରାନିଆ। ସେ ପରବର୍ତ୍ତୀ ଡିଜିପ ହେବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।