Odisha Link
Bridging the Missing Links in Odisha
Daily Archives

September 2, 2024

୪୪୮ ଜଣ ପୁଲିସଙ୍କୁ ବଦଳି ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପୁଲିସରେ ସବୁଠୁ ବଡ଼ ଧରଣର ଅଦଳବଦଳ କରାଯାଇଛି। ଭୁବନେଶ୍ବର ଡିସିପିଙ୍କ ଇଲାକାରେ ରେକର୍ଡ ସଂଖ୍ୟକ ୪୪୮ ଜଣ ପୁଲିସ ହାବିଲଦାର ଓ କନେଷ୍ଟବଳଙ୍କ ବଦଳି କରାଯାଇଛି। ଏନେଇ କମିଶନରେଟ ପୁଲିସ ପକ୍ଷରୁ ସୂଚନା ଜାରି ହୋଇଛି। ପୂର୍ବରୁ ହୋଇଥିବା ବଦଳି ମଧ୍ୟରେ ପୁଲିସ ବିଭାଗର ଏହା ସବୁଠୁ…

ଶ୍ରୀମାନଙ୍କ ପରେ ଶ୍ରୀମତୀ ହେଲେ ମୁଖ୍ୟ…

ଓଏଲ୍‌ ବ୍ୟୁରୋ: ପ୍ରଥମଥର ପାଇଁ ଦେଶର ପ୍ରଶାସନିକ କ୍ଷେତ୍ରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଶ୍ରୀମାନଙ୍କ ପରେ ଶ୍ରୀମତି ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ। ଅର୍ଥାତ୍‌ ସ୍ବାମୀଙ୍କ ଅବସର ପରେ ପତ୍ନୀ ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ। ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ…

୧୧୯ ବର୍ଷର ଇତିହାସରେ ପ୍ରଥମ ଥର ଦଳିତ…

ଓଏଲ୍‌ ବ୍ୟୁରୋ: ରେଲଓ୍ବେ ବୋର୍ଡର ନୂଆ ଅଧ୍ୟକ୍ଷ ଓ ସିଇଓ ହେଲେ ୧୯୮୬ ମସିହା ବ୍ୟାଚର ରେଲଓ୍ବେ ମେକାନିକାଲ ଇଞ୍ଜିନିୟର ସତୀଶ କୁମାର। ସେ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ ମଧ୍ୟ କରିଛନ୍ତି। ପ୍ରଥମ ଦଳିତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ସତୀଶ। ୧୧୯ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଦଳିତଙ୍କ…

ଟ୍ରେନ୍ ଲାଇନଚ୍ୟୁତ, ଇଞ୍ଜିନରୁ ଅଲଗା…

ଓଏଲ୍‌ ବ୍ୟୁରୋ: ପାରାଦ୍ଵୀପ ବାଉରିଆପାଳନ୍ଦାରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି। ଇଞ୍ଜିନରୁ ଅଲଗା ହୋଇ ରହିଗଲା ୧୭ ବଗି। ଗୋଟିଏ ବଗି ଓଲଟିଥିବାବେଳେ ଗୋଟିଏ ଅଧା ଅଣେଇ ହୋଇଛି। ଟ୍ରାକରୁ ବାହାରି ବଗି ଲାଇନଚ୍ୟୁତ ହୋଇଛି। ଘଟଣା ସ୍ଥଳରେ ରେଳ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି।

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୪…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତ ରୂପ ନେଇଛି। କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟ ରାତିରେ ଉପକୂଳ ଅତିକ୍ରମ କରିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଛି। ରାଜ୍ୟର ୪ ଜିଲ୍ଲାର ପ୍ରବଳ ବର୍ଷା…

ବର୍ଷାରେ ବେହାଲ ରେଳ ଲାଇନ୍, ବାତିଲ୍…

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରରେ ଜଳପ୍ରଳୟ ସୃଷ୍ଟି ହୋଇଛି। ଦକ୍ଷିଣ ଭାରତର ଦୁଇଟି ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଦୁଇ ଦିନ ଧରି ଲଗାତାର ଭାବେ ବର୍ଷା ଜାରି ରହିଛି। ଏହି ଦୁଇ ରାଜ୍ୟରେ ବନ୍ୟା କାରଣରୁ ୨୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଉଭୟ ରାଜ୍ୟରେ ବନ୍ୟା ସ୍ଥିତି ବେଶ ସଂଗୀନ ରହିଛି। ଜନଜୀବନ…

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଦିନ…

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ଏକାଦଶ କାର୍ଯ୍ୟ ଦିବସ। ଗୃହ କାର୍ଯ୍ୟ ଆରମ୍ଭରୁ ଅଶ୍ବିନୀ ଗୁରୁଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହା…

ଆନ୍ଧ୍ରରେ ଜଳପ୍ରଳୟ, ଆଜି ସ୍କୁଲ ଛୁଟି

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରରେ ଜଳପ୍ରଳୟ ସୃଷ୍ଟି ହୋଇଛି। ଦକ୍ଷିଣ ଭାରତର ଦୁଇଟି ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଦୁଇ ଦିନ ଧରି ଲଗାତାର ଭାବେ ବର୍ଷା ଜାରି ରହିଛି। ଏହି ଦୁଇ ରାଜ୍ୟରେ ବନ୍ୟା କାରଣରୁ ୨୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଉଭୟ ରାଜ୍ୟରେ ବନ୍ୟା ସ୍ଥିତି ବେଶ ସଂଗୀନ ରହିଛି। ଜନଜୀବନ…

ଶିମିଳିପାଳରେ ଅଘଟଣ, ହାତୀ ଛୁଆର ମୃତଦେହ…

ଓଏଲ୍‌ ବ୍ୟୁରୋ: ଶିମିଳିପାଳ ଜେନାବିଲ ରେଞ୍ଜରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ଶିମିଳିପାଳରେ ହାତୀ ଛୁଆର ମୃତଦେହ ଠାବ ହୋଇଛି। ହାତୀଟିର ବୟସ ୧ ବର୍ଷ ହୋଇଥିବା ବେଳେ ହାତୀଛୁଆର ମଳ ଦ୍ଵାରରେ ହୋଇଥିବା କ୍ଷତ ଯୋଗୁଁ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା…

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି…

ଓଏଲ୍‌ ବ୍ୟୁରୋ: ସପ୍ତଦଶ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଏସବୁ ଭିତରେ ଆଜି ଅର୍ଥାତ ଅଗଷ୍ଟ ପ୍ରଥମ ସୋମବାର ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିଛି। ସରକାରୀ ଛୁଟି ଥିବାରୁ ଏହି ଦିନ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଛି।…