Odisha Link
Bridging the Missing Links in Odisha

ବଦଳିଲା ପୁଣେ ବିମାନବନ୍ଦରର ନାମ, କ୍ୟାବିନେଟରେ ବାଜିଲା ମୋହର

ଓଏଲ୍‌ ବ୍ୟୁରୋ: ଆଗକୁ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏହାପୂର୍ବରୁ ସିନ୍ଦେ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ମହାରାଷ୍ଟ୍ର ସରକାର ପୁଣେ ବିମାନବନ୍ଦରର ନାମ ପରିବର୍ତ୍ତନ କରିଛନ୍ତି। ଆଜି କ୍ୟାବିନେଟରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ଜଗଦଗୁରୁ ସନ୍ଥ ତୁକାରାମ ମହାରାଜ ବିମାନବନ୍ଦର ନାମରେ ପରିଚିତ ହେବ ପୁଣେ ବିମାନ ବନ୍ଦର।