Odisha Link
Bridging the Missing Links in Odisha
Daily Archives

November 18, 2024

ଭିଜିଲାନ୍ସ ଜାଲରେ ଡିଜିଏମ୍, କୋଟି କୋଟି…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲ୍ୟୁସି (ଓଡ଼ିଶା ଷ୍ଟେଟ ପୁଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ) ବ୍ରହ୍ମପୁର ଡିଭିଜନ୍‌ର ଡିସିଏମ। ଡିଜିଏମ୍(ଡେପୁଟି ଜେନେରାଲ ମ୍ୟାନେଜର) ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଆପ୍‌ ଛାଡ଼ି ବିଜେପିରେ ମିଶିଲେ କୈଳାଶ…

ଓଏଲ୍‌ ବ୍ୟୁରୋ: ଆମ୍‌ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିବା କୈଳାଶ ଗହଲୋଟ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି କୈଳାଶ। ଦିିଲ୍ଲୀ ବିଜେପି କାର୍ଯ୍ୟାୟରେ ଆୟୋଜି ମିଶ୍ରଣ ପର୍ବରେ ବିଜେପିର ବରିଷ୍ଠ ନେତା ମନୋହର ଲାଲ ଖଟ୍ଟର,…

ନିର୍ବାଚନୀ ଅନିୟମିତତା ମାମଲା: ଜବାବ…

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ୫ ମାସ ପୂରିଲାଣି। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏଏସବୁ ଭିତରେ ନିର୍ବାଚନୀ ଅନିୟମିତତା ମାମଲାରେ…

‘ଜାନୁଆରୀ ସୁଦ୍ଧା ଶେଷ ହେବ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବ। ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ମଣତି କାମ ଶେଷ ହେବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇନଥିଲା। କାର୍ତ୍ତିକ ମାସ ଶେଷ…

ସୁପ୍ରିମକୋର୍ଟ: ଏଣିକ ବୁଧବାର ଓ…

ଓଏଲ୍‌ ବ୍ୟୁରୋ: ଭାରତର ମୁଖ୍ୟ ନ୍ୟାୟଧିଶ ପଦ ସମ୍ଭାଳିବା ପରଠୁ ଆକ୍ସନ ମୁଡରେ ଜଷ୍ଟିସ୍‌ ସଞ୍ଜିବ ଖନ୍ନା। ମୁଖ୍ୟ ବିଚାରପତି ଆସନରେ ବସିବା ପରଠୁ ଶ୍ରୀ ଖନ୍ନା ନ୍ୟାୟିକ ବ୍ୟବସ୍ଥାରେ କିଛି ନା କିଛି ପରିବର୍ତ୍ତନ କରିବାରେ ଲାଗିଛନ୍ତି। ଯାହାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏସବୁ ମଧ୍ୟରେ ଆଉ ଏକ ପରିବର୍ତ୍ତନ…

ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ରାଜଧାନୀ,…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ସକାଳୁ ସକାଳୁ ଦେଶର ରାଜଧାନୀର ବିଭିନ୍ନ ସ୍ଥାନ ବିଷାକ୍ତ ବାୟୁରେ ଛାଇ ହୋଇ ରହିଛି। ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମୁତାବକ ଇଣ୍ଡିଆ ଗେଟ ସମେତ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୪୦୦ ଟପିଛି। ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି…

କ୍ଷମା ମାଗିଲେ ଅଭିନେତା ମନୋଜ ମିଶ୍ର

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ସୋସିଆଲ ମିଡିଆରେ ଚଳଚ୍ଚିତ୍ର କଳାକାଳରଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏସବୁ ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ବାରମ୍ବାର ସୋସିଆଲ…

‘ଐତିହାସିକ ବାଲିଯାତ୍ରା ମଞ୍ଚ…

ଓଏଲ୍‌ ବ୍ୟୁରୋ: ଗତକାଲି କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ବିବାଦ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହା ପାରେ ୩୦ ମିନିଟ ବୃଦ୍ଧି ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି…

ଆଖି ବୁଜିଲେ ୩ ହାତୀ, ଜେଟିଏଫକୁ ତଦନ୍ତ…

ଓଏଲ୍‌ ବ୍ୟୁରୋ: ଏକକାଳୀନ ୩ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁର ତଦନ୍ତ ଲାଗି JTFକୁ ନିର୍ଦ୍ଦେଶ ଦିଆଯାଇଛି। ୩…

ଓଡ଼ିଆ ଫିଲ୍ମ ପାଇଁ ସବ୍‌ସିଡି ଦିଅନ୍ତୁ…

ଓଏଲ୍‌ ବ୍ୟୁରୋ: ଓଲିଉଡ୍‌ରେ ଉତ୍ସାହ ଭରିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ବିଳମ୍ବ ହେଲେ ବି କଳାକାରଙ୍କ କଥା ବୁଝିଛନ୍ତି ରାଜ୍ୟ ସରକାର। ଦୀର୍ଘ ୪ ବର୍ଷ ପରେ ୩ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉଦ୍ୟମରେ ପୁଣି ଥରେ ଓଲିଉଡ୍‌…