Odisha Link
Bridging the Missing Links in Odisha
Daily Archives

December 3, 2024

ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ, ଗୃହରେ…

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନ ଜାରି ରହିଛି। ବିଧାନସଭା ଶୀତ ଅଧିବେଶନର ପଞ୍ଚମ କାର୍ଯ୍ୟ ଦିବସରେ ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ବିଧାନସଭାରେ ଉଠିଲା ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ପଞ୍ଚାୟତିରାଜ ଓ…

ଆସନ୍ତାକାଲି ଶ୍ରୀକ୍ଷେତ୍ର ଯିବେ…

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଅପରାହ୍ନ ୫ଟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବେ। ୩ରୁ ୭ ତାରିଖ ଯାଏ ସେ ଓଡ଼ିଶା ଗସ୍ତରେ…

ଭିମ୍‌ସାରକୁ ପ୍ରଦୂଷଣ ବୋର୍ଡର ଚରମବାଣୀ:…

ଓଏଲ୍‌ ବ୍ୟୁରୋ: ଭିମ୍‌ସାରକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚରମ ବାଣୀ। ସାତ ଦିନ ଭିତରେ ଫାଇନ ପଇଠ ସହ ନିୟମ ମାନିବାକୁ ତାଗିଦ୍। ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଯାଇଛି। ୧୧ ଲକ୍ଷ ଟଙ୍କା ବକେୟା ଫାଇନ ଦେବା ଏବଂ ପ୍ରଦୂଷଣ ବୋର୍ଡର ନିୟମ ମାନିବାକୁ ଚେତାବନୀ…

ଗୃହରେ ଉଠିଲା ପାନୀୟ ଜଳ ପ୍ରସଙ୍ଗ: ପୂର୍ବ…

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନ ଜାରି ରହିଛି। ବିଧାନସଭା ଶୀତ ଅଧିବେଶନର ପଞ୍ଚମ କାର୍ଯ୍ୟ ଦିବସରେ ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ବିଧାନସଭାରେ ଉଠିଲା ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗ। ଉତ୍ତର ରଖିଲେ ପଞ୍ଚାୟତିରାଜ ଓ…

ଚିନ୍ତା ବଢ଼ାଇଛି ଆଳୁ ଦର, ଛତ୍ର ବଜାରରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଳୁକୁ ନେଇ ଅଭାବନୀୟ ସ୍ଥିତି। ଦରଦାମ ବୃଦ୍ଧିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ। ଏସବୁ ମଧ୍ୟରେ ଆସିଛି ଭଲ ଖବର। ଖୁବଶୀଘ୍ର ଦୂର ହେବ ଆଳୁ ଚିନ୍ତା। କାରଣ ଉତ୍ତରପ୍ରଦେଶରୁ ଆସିବ ୩ ଶହ ଟ୍ରକ୍‌ ଆଳୁ। ଅନ୍ୟପଟେ ୬ ଟ୍ରକ୍ ଓ ଉତ୍ତର ପ୍ରଦେଶରୁ ୨ ଟ୍ରକ ଆଳୁ ପଶ୍ଚିମବଙ୍ଗରୁ ଆସି…

୨୦ରେ ରାଜ୍ୟସଭା ଉପନିର୍ବାଚନ, ପ୍ରକାଶ…

ଓଏଲ୍‌ ବ୍ୟୁରୋ: ଡିସେମ୍ବର ୨୦ ତାରିିଖରେ ହେବ ରାଜ୍ୟସଭା ଉପନିର୍ବାଚନ। ୪ଟି ରାଜ୍ୟର ୬ଟି ଆସନ ପାଇଁ ହେବ ଉପନିର୍ବାଚନ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ। ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ। ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଗୋଟିଏ ଆସନ।…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ,…

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ନିର୍ବାହୀ ଯନ୍ତ୍ରୀ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁରର…

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଅପରାହ୍ନ ୫ଟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବେ। ୩ରୁ ୭ ତାରିଖ ଯାଏ ସେ ଓଡ଼ିଶା ଗସ୍ତରେ ରହିବେ।…

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ୨୦୨୪:…

ଓଏଲ୍ ବ୍ୟୁରୋ: ସୋମବାର ଅପରାହ୍ଣରେ ପ୍ରଦର୍ଶନୀ ପଡ଼ିଆଠାରେ ପ୍ରକାଶକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଷ୍ଟଲ ଆବଣ୍ଟନ ନେଇ ବାଟ ଫିଟିଛି। ସମସ୍ତଙ୍କ ସହମତି ଭିତ୍ତିରେ ଏଥର ଷ୍ଟଲ ଆବଣ୍ଟନ ହେବ ବୋଲି ସ୍ଥିର ହୋଇଛି। ଏ ନେଇ ପରିବର୍ତ୍ତିତ ଲେ-ଆଉଟ୍‌ ସରକାରଙ୍କ ପକ୍ଷରୁ ନିର୍ମାଣକାରୀ ସଂସ୍ଥାକୁ ଦିଆଯିବ…