ନୃଶଂସ ବାପା, ଟଙ୍କା ପାଇଁ ନେଇଗଲା ପୁଅ ଓ…
ଓଏଲ୍ ବ୍ୟୁରୋ: ବାପା, ମା'ଙ୍କୁ ନିଜ ସନ୍ତାନ ମାନେ ବୃଧାଶ୍ରମରେ ଛାଡ଼ି ଦେଉଥିବା, କେତେବେଳେ ଖାଇବାକୁ ନଦେଉଥିବା ଅନେକ ଖବର ସାମ୍ନାକୁ ଆସିଛି। ବାପା ମା ଭୁଲ କରିବାର ବହୁତ କମ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ହେଲେ ଏଥର ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଅତ୍ୟନ୍ତ ହୃଦୟବିଦାରକ। ପୁଅ ଟଙ୍କା…