ଦିଲ୍ଲୀରେ ଠେଲାପେଲା, ଭୁବନେଶ୍ବରରେ ପୋଡ଼ା…
ଓଏଲ୍ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସାରା ଦେଶର ରାଜନୀତିକୁ ଉଷ୍ମ କରିଛି। ବାବା ସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ ଉଠୁଛି ପଡ଼ୁଛି ସଂସଦ। ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ ତେଜିଛି ବିବାଦ। ଏହାକୁ ନେଇ କଂଗ୍ରେସ ସଂସଦରେ ପ୍ରତିବାଦ କରିଥିଲା। ଯାହାକୁ କାଉଣ୍ଟର କରିବା ପାଇଁ ବିଜେପି…