ଏନ୍କାଉଣ୍ଟର: ୩ ଆତଙ୍କବାଦୀ ନିପାତ
ଓଏଲ୍ ବ୍ୟୁରୋ: ୟୁପି ଓ ପଞ୍ଜାବ ପୁଲିସର ମିଳିତ ଏନ୍କାଉଣ୍ଟର। ପୁଲିସ ଏନ୍କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ମୃତ। ଉତ୍ତରପ୍ରଦେଶର ପିଲିଭିତ୍ରେ ବଡ଼ଧରଣ ଏନ୍କାଉଣ୍ଟର ହୋଇଛି। ଖଲିସ୍ତାନୀ କମାଣ୍ଡୋ ଫୋର୍ସର ୩ ଆତଙ୍କୀ ନିହତ ହୋଇଥିବା ସୂଚନା ରହିଛି।
ଉତ୍ତର ପ୍ରଦେଶ ପିଲ୍ଭିତରେ ୟୁପି ଓ ପଞ୍ଜାବ…