ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା,…
ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ପବିତ୍ର ଅକ୍ଷୟ ତୃତୀୟ ଦିନ ରଥ ଖଳାରେ ରଥ ନିର୍ମାଣ ନେଇ ଅନୁକୂଳ ହୋଇଥିବା ବେଳେ ଆଜି ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି। ପରମ୍ପରା ଅନୁସାରେ ଅନୁକୂଳ ନୀତି ପରେ ଆଜି ପ୍ରଥମ ଦିନରେ ରଥ ନିର୍ମାଣ ପାଇଁ ଭୋଇ ସେବକ ମାନେ ପ୍ରଥମେ…