Odisha Link
Bridging the Missing Links in Odisha

ରାହୁଲ ଗାନ୍ଧିଙ୍କୁ ଆଶ୍ବସ୍ତି; ମାନହାନୀ…

ଓଏଲ୍‌ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲା ଆଶ୍ବସ୍ତି। ମାନହାନୀ ମାମଲାରେ ସାଂସଦ ରାହୁଲ ଗାନ୍ଧିଙ୍କୁ ଜାମିନ ପ୍ରଦାନ କରାଯାଇଛି। ସୁଲତାନପୁର ଏମ୍‌ପି/ଏମ୍‌ଏଲଏ କୋର୍ଟରେ ଜାମିନ ମିଳିଛି। ୨୦୧୮ରେ ଗୃହମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନକୁ ନେଇ ମାମଲା ହୋଇଥିଲା। ତେବେ ଏହି ମାମଲାରେ…

ତାତିରୁ ନାହିଁ ତ୍ରାହି; ସ୍ୱାଭାବିକଠୁ ୭…

ଓଏଲ୍‌ ବ୍ୟୁରୋ: ଫେବୃଆରୀ ମାସ ଆରମ୍ଭରୁ ଖରାଦିନର ତାତି ଅନୁଭୂତ ଆରମ୍ଭ ହୋଇ ସାରିଛି। ଯାହା ଖରାଦିନ ଆରମ୍ଭର ସୂଚନା ଦେଇ ସାରିଲାଣି। ଆଜି ରାଜ୍ୟର ଅନେକ ସ୍ଥାନରେ ଦିନ ବେଳେ ତାତି ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ସ୍ୱାଭାବିକଠୁ ୭ ଡିଗ୍ରୀ ବଢ଼ିଲା ରାତି…

ଆଜି ଛତିଶା ନିଯୋଗ ବୈଠକ;…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ନାଟମଣ୍ଡପ ମରାମତିକୁ ନେଇ ମଧ୍ୟ ଆଲୋଚନା ହେଵ। ଅନ୍ୟପଟେ, ନାଟମଣ୍ଡପ ମରାମତିକୁ ନେଇ ପୂର୍ବରୁ ଅନେକ ଖବର ସାମ୍ନାକୁ…

ସମ୍ବଲପୁରରୁ ଅଯୋଧ୍ୟାକୁ ଗଡ଼ିଲା…

ଓଏଲ୍‌ ବ୍ୟୁରୋ: ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଏବେ ବି ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଜନସମୁଦ୍ର ଦେଖିବାକୁ ମିଳିଛି। ସମସ୍ତ ଭକ୍ତଙ୍କ ପାଇଁ ନୂଆ ରାମ ମନ୍ଦିରର ଦ୍ୱାର ଖୋଲିଛି। ଭକ୍ତମାନେ ପବିତ୍ର ମନ୍ଦିରରେ ବସିଥିବା…

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା;…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀଙ୍କ…

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ;…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଓଡିଶାରୁ ପୁଣି ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ବିଜେପି ଘୋଷଣା କରିଛି। ବିଜେପି ପକ୍ଷରୁ ଏନେଇ ବିଧିବଦ୍ଧଭାବେ…

ଆଜି ବରଗଡ଼ରେ ଲୋକାର୍ପଣ ହେବ କ୍ୟାନ୍ସର…

ଓଏଲ୍‌ ବ୍ୟୁରୋ: ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ବରଗଡ଼ ଗସ୍ତରେ ଯାଇ ଗଙ୍ଗାଧର ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ। ଏହା ସହ ୧୦୦ ଶଯ୍ୟା ବିଶିଷ୍ଠ କ୍ୟାନ୍ସର ହସ୍ପିଟାଲ ବି ଲୋକାର୍ପଣ କରିବେ। ୧୦୬ କୋଟି ୬ ଲକ୍ଷ ଟଙ୍କା ବିନିମୟରେ ୧୨ ହଜାର ୬୮୨ ବର୍ଗ…

ଆଜି ପରିବାର ପିଛା ୧୦୦୦ ଟଙ୍କା ଦେବେ…

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କୁ ମିଳିବ ବଡ଼ ସହାୟତା। ପ୍ରତିଘରରୁ ଟଙ୍କା ଯୋଗାଇବେ ରାଜ୍ୟ ସରକାର। ରାଜ୍ୟବାସୀଙ୍କ ବିକାଶ ଦିଗରେ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହା ଅଧିନରେ ଅନେକ ବିକାଶମୁଖୀ ଯୋଜନା ଲାଗୁ କରାଯାଉଛି, ଯାହା ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣୁଛି। ସରକାରଙ୍କ…

ଆଜିଠୁ ମାଟ୍ରିକ ପରୀକ୍ଷା; ୫ ହଜାରରୁ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଫେବ୍ରୁଆରୀ ୨୦ରୁ ଆରମ୍ଭ ମାର୍ଚ୍ଚ ୪ରେ ଶେଷ ହେବ। ତେବେ ଏଥର ମାଟ୍ରିକ ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ତା କରାଯାଇଛି। ଚଳିତବର୍ଷ ପରିକ୍ଷାରେ କପି ରୋକିବାକୁ ଅଭିନବ ପ୍ରୟାସ କରାଯିବ। ଏଆଇ ଜଗିବ ୧୦ମ ବୋର୍ଡ ପରୀକ୍ଷା। ଏନେଇ ଗଂଜାମ ଜିଲ୍ଲା…

ଲୋକଙ୍କ ଇଚ୍ଛାକୁ ମୁଁ ସମ୍ମାନ ଦିଏ:…

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ…