Odisha Link
Bridging the Missing Links in Odisha

ଯଯାତି କେଶରୀଙ୍କ ନାମରେ ନାମିତ ହେବ…

ଓଏଲ୍‌ ବ୍ୟୁରୋ: ଯାଜପୁର ମେଡିକାଲ କଲେଜକୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମାେଦନ କରିଛନ୍ତି। ୫-ଟି ସଚିବଙ୍କ ଯାଜପୁର ଗସ୍ତ ସମୟରେ ଜନସାଧାରଣ ଅନୁରୋଧ କରିଥିଲେ। ସେପ୍ଟେମ୍ବର ପ୍ରଥମ…

ଉପରମୁଣ୍ଡରେ ବର୍ଷା, ଖୋଲିଲା ହୀରାକୁଦର…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଦ୍ୱାରା ଆଜି ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ…

ରାଜ୍ୟରେ ଲଘୁଚାପ ପ୍ରଭାବ: ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଦ୍ୱାରା ଆଜି ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ…

ସେପ୍ଟେମ୍ବର ୧୮ରୁ ସଂସଦର ବିଶେଷ…

ଓଏଲ୍‌ ବ୍ୟୁରୋ: ବିରୋଧୀ ଦଳ ନେତା ମାନେ ଦେଶରେ ଆଗୁଆ ନିର୍ବାଚନ ହେବା ନେଇ ବାରମ୍ବାର ମତ ରଖୁଥିବା ବେଳେ କେନ୍ଦ୍ର ସରକାର ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି। ଯାହାକୁ ନେଇ ଆଗୁଆ ନିର୍ବାଚନ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେପ୍ଟେମ୍ବର ୧୮ରୁ ୨୨ ଯାଏ ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନ ବସିବ। ଏହା…

ରାଜ୍ୟ ରାଜନୀତିରେ ହଟଚମଟ: ନରସିଂହ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କରିଥିବା ବେଳେ ରାଜ୍ୟ ରାଜନୀତିର ଅଙ୍କ ସବୁ ଏବେ ବିଗିଡ଼ିବାରେ ଲାଗିଛି। କାରଣ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି…

ଘର ଭିତରୁ ମିଳିଲା ଅବସରପ୍ରାପ୍ତ…

ଓଏଲ୍‌ ବ୍ୟୁରୋ: କେନ୍ଦୁଝର ସଦର ଥାନା ମହାଦେଈ ଯୋଡ଼ା ଗାଁ ନିକଟରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଘର ଭିତରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ଠାବ କରାଯାଇଛି। ସଦର ଥାନା ମହାଦେଈ ଯୋଡ଼ା ଗାଁ ନିକଟ ଘରୁ ମୃତଦେହ ଠାବ ହୋଇଥିବାବେଳେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ।…

ହାଇକୋର୍ଟରେ ରତ୍ନଭଣ୍ଡାର ସୁରକ୍ଷା…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି। ଏଏସ୍ଆଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସ୍ଆଇ ଅଧୀକ୍ଷକ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଭିତର ଭଣ୍ଡାର କେବେ ମଧ୍ୟ ଅନୁଧ୍ୟାନ…

ରେଳ ଟ୍ରାକ୍‌ରେ ପଡ଼ିଲା ପଥର, ୨ଟି…

ଓଏଲ୍‌ ବ୍ୟୁରୋ: ଆଜି ଏକ ରେଲ୍‌ୱେ ଟ୍ରାକ୍‌ରେ ପଥର ପଡିଥିବା ଖବର ସାମ୍ନାକୁ ଆସିଛି। ଟିକିରି ଓ ଲାଲିଗୁମ୍ମା ମଧ୍ୟରେ ରେଳ ଟ୍ରାକ୍‌ରେ ପଥର ପଡିବା ଦ୍ୱାରା ୨ଟି ଟ୍ରେନ୍ ବାତିଲ୍ ହୋଇଛି। ଏହା ସହ ଆଉ ଗୋଟିଏ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଜଗଦଲପୁର-ରାଉରକେଲା, ରାଉରକେଲା-ଜଗଦଲପୁର ବାତିଲ୍…

ପୂର୍ବ ରେଳବାଇ ସହ ଦେଶର ସର୍ବ ବୃହତ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଟ୍ରେନଗୁଡ଼ିକରେ ବିଜ୍ଞାପନ ଏବଂ କନସର୍ଜି ସେବା ଯୋଗାଇବା ପାଇଁ ଦେଶର ଅଗ୍ରଣୀ ଆଇଟି ସମାଧାନ, ଡିଜିଟାଲ ମିଡିଆ ଏବଂ ଆଇଟି ସକ୍ଷମ ସେବା କମ୍ପାନୀ ‘କ୍ରେସାଣ୍ଡା ସଲ୍ୟୁସନ୍ସ୍’ ଲିମିଟେଡ୍ ପୂର୍ବ ରେଳବାଇ, ରେଳ ମନ୍ତ୍ରଣାଳୟ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏନେଇ କମ୍ପାନୀ…

ଆଜି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କର…

ଓଏଲ୍‌ ବ୍ୟୁରୋ: ଆଜି ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କର ଦ୍ବାଦଶାହ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହ ବିଜେଡିର ସାଙ୍ଗଠନିକ କାର୍ଯ୍ୟକର୍ତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୁଶାନ୍ତ ରାଉତ, ନୃସିଂହ ସାହୁ, ସୁର ରାଉତରାୟ…