Odisha Link
Bridging the Missing Links in Odisha

ରେଳ ଟ୍ରାକ୍‌ରେ ପଡ଼ିଲା ପଥର, ୨ଟି ଟ୍ରେନ୍ ବାତିଲ୍

ଓଏଲ୍‌ ବ୍ୟୁରୋ: ଆଜି ଏକ ରେଲ୍‌ୱେ ଟ୍ରାକ୍‌ରେ ପଥର ପଡିଥିବା ଖବର ସାମ୍ନାକୁ ଆସିଛି। ଟିକିରି ଓ ଲାଲିଗୁମ୍ମା ମଧ୍ୟରେ ରେଳ ଟ୍ରାକ୍‌ରେ ପଥର ପଡିବା ଦ୍ୱାରା ୨ଟି ଟ୍ରେନ୍ ବାତିଲ୍ ହୋଇଛି। ଏହା ସହ ଆଉ ଗୋଟିଏ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି।

ଜଗଦଲପୁର-ରାଉରକେଲା, ରାଉରକେଲା-ଜଗଦଲପୁର ବାତିଲ୍ ହୋଇଥିବାବେଳେ ଜଗଦଲପୁର-ଭୁବନେଶ୍ୱର ଟ୍ରେନ୍ କୋରାପୁଟ୍ ଦେଇ ଭୁବନେଶ୍ୱର ଯିବ। ତେବେ ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଅଛି।

Leave A Reply

Your email address will not be published.