ଅଶୋକ ଓ ଅର୍ପିତା ମିଳିବ ଅଟଳ ରତ୍ନ…
ଭୁବନେଶ୍ୱର: ଜାତୀୟ ପ୍ରଶିକ୍ଷକ ଅଶୋକ ପ୍ରସାଦ ଓ ଆନ୍ତର୍ଜାତିକ ଆଥଲେଟ୍ ଅର୍ପିତା ପରିଡା ପାଇବେ ଜାତୀୟ ଅଟଳ ରତ୍ନ ପୁରସ୍କାର। ଚଳିତ ମାସ ୨୪ ତାରିଖରେ ଗୋଆର ମାଡ଼ଗାଁରେ ସରକାରୀ କୋଭିଡ୍ ନିୟମ ଅନୁଯାୟୀ ଅଶୋକ ଓ ଅର୍ପିତାଙ୍କୁ ଅଟଳ ରତ୍ନ କ୍ରୀଡା ପୁରସ୍କାର ମିଳିବ।
ଏହି ପୁରସ୍କାର ପାଇବାରେ ଅଶୋକ ଓ…