ହସ୍ପିଟାଲରେ ଋଷି କାପୁର
ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରସିଦ୍ଧ ଅଭିନେତା ଋଷି କାପୁର। ଋଷି କାପୁର ମୁମ୍ବାଇର ସାର ଏଚ୍ଏନ୍ ରିଲାଆନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ତାଙ୍କ ଭାଇ ରଣଧୀର କାପୁର ସୂଚନା ଦେଇଛନ୍ତି।
ରଣଧୀର କହିବା ଅନୁଯାୟୀ, ଋଷି କର୍କଟ ରୋଗରେ ଆକ୍ରାନ୍ତ ଏବଂ ଶ୍ବାସ…