ଏଲୋପାଥି ବିରୁଦ୍ଧରେ ମନ୍ତବ୍ୟ ଦେଇ…
ନୂଆଦିଲ୍ଲୀ: ଏଲୋପାଥି ମେଡିସିନ୍କୁ ନେଇ ବେପରୁଆ ମନ୍ତବ୍ୟ ଦେଇ ଅଡ଼ୁଆରେ ଯୋଗ ଗୁରୁ ରାମଦେବ। ବାବାଙ୍କ ମନ୍ତବ୍ୟ ନେଇ ତାଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ)। ଏଲୋପାଥି ଔଷଧକୁ ନେଇ ଅଣବବୈଜ୍ଞାନିକ ମନ୍ତବ୍ୟ ଦେବା ସହ ମେଡିକାଲ ସାଇନ୍ସ…