Odisha Link
Bridging the Missing Links in Odisha
Browsing Tag

ଚନ୍ଦ୍ରଯାନ-୩

ପୃଥିବୀ କକ୍ଷ ଛାଡ଼ିଲା ଚନ୍ଦ୍ରଯାନ-୩,…

ଓଏଲ୍‌ ବ୍ୟୁରୋ: ପୃଥିବୀ କକ୍ଷ ଛାଡ଼ିଲା ଚନ୍ଦ୍ରଯାନ-୩। ସୋମବାର ବିଳମ୍ବତି ରାତିରେ ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩। ଟ୍ରାନ୍ସ ଲୁନାର ଇଞ୍ଜେକସନ (ଟିଏଲଆଇ) ଦ୍ବାରା ଚନ୍ଦ୍ରଯାନ-୩କୁ ଚନ୍ଦ୍ର ଅଭିମୁଖେ ପ୍ରେରଣ କରାଯାଇଛି। ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ର…

ଚନ୍ଦ୍ରଯାନ-୩: ଜୁଲାଇ ୧୩ରେ ହେବ ଲଞ୍ଚ୍,…

ଓଏଲ୍‌ ବ୍ୟୁରୋ: ପୁଣିଥରେ ବିଶ୍ବ ଦରବାରରେ ଇତିହାସ ରଚିବା ପାଇଁ ପ୍ରସ୍ତୁତ ଭାରତ। କାରଣ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରଯାନ-୩କୁ ନେଇ ନେଇ ଦେଇଛି ବଡ଼ ଅପଡେଟ୍‌। ଜୁଲାଇ ମାସ ଦ୍ବିତୀୟ ସପ୍ତାହରେ ଅର୍ଥାତ୍‌ ଜୁଲାଇ ୩…