ଦିଅର-ଭାଉଜଙ୍କ ଆତ୍ମହତ୍ୟା ଉଦ୍ୟମ
ବୌଦ୍ଧ: ପ୍ରେମରେ ଅସଫଳ ହେବା ପରେ ଏକାଠି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦିଅର ଓ ଭାଉଜ। ପୁରୁଣା କଟକ ଥାନା ଅନ୍ତର୍ଗତ ଏକ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦରମରା ଅବସ୍ଥାରେ ଉଭୟଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଗ୍ରାମବାସୀ ଚିକିତ୍ସା ପାଇଁ ପଠାଇଛନ୍ତି।
ଦିଅର ଓ ଭାଉଜଙ୍କ ମଧ୍ୟରେ ଦୀର୍ଘଦିନ ଧରି…