Odisha Link
Bridging the Missing Links in Odisha
Browsing Tag

1st April

ଏପ୍ରିଲ୍‌ ୧ରୁ ପ୍ଲାଷ୍ଟିକ ମୁକ୍ତ ହେବ…

ପୁରୀ: ଏପ୍ରିଲ୍‌ ପହିଲାରୁ ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ମୁକ୍ତ କରାଯିବ। ଏଥିସହ ଶ୍ରୀମନ୍ଦିର ପରିସରରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଫାଇନ୍‌ ଦେବାକୁ ପଡିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମହାପ୍ରସାନ କିପରି ଶୀଘ୍ର ବାହାରିବ ସେ ନେଇ…

ଏପ୍ରିଲ ୧ରୁ ଆରମ୍ଭ ହେବ ଜନଗଣନା

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ ତାରିଖରୁ ଦେଶରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଚଳିତ ଥର ଜନଗଣନାରେ ଗୃହ ତାଲିକା ମଧ୍ୟ ସାମିଲ ରହିବ। ଅର୍ଥାତ୍ ଘରର ସଦସ୍ୟଙ୍କ ସହ ଦେଶର ବିଭିନ୍ନ ସ୍ଥାନରେ ଥିବା ଘର ଗୁଡିକର ମଧ୍ୟ ଗଣନା କରାଯିବ। ଏସମ୍ପର୍କରେ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି…