Odisha Link
Bridging the Missing Links in Odisha
Browsing Tag

3 injured

ମହୁମାଛି କାମୁଡାରେ ଜଣେ ମୃତ,୩ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ମହୁମାଛି ଆତଙ୍କ। ମହୁମାଛି କାମୁଡାରେ ଜଣେ ମହିଳା ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ଯୋଡା ବ୍ଲକ ତିତିରବିଲ୍ ଗାଁର ବାସୁମତୀ ସର୍ଦ୍ଦାର। ୩ ଗୁରୁତରଙ୍କୁ ବର୍ତମାନ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।…