Odisha Link
Bridging the Missing Links in Odisha
Browsing Tag

4 days

ଆଜିଠୁ ୪ ଦିନ ପାଇଁ ବ୍ୟାଙ୍କ୍ ବନ୍ଦ

ନୂଆଦିଲ୍ଲୀ: ଆଜିଠୁ ଆସନ୍ତା ୪ ଦିନ ପାଇଁ ବ୍ୟାଙ୍କ୍ ବନ୍ଦ ରହିବ। ମୋବାଇଲ ଓ ଇଣ୍ଟରନେଟ୍‌ ବ୍ୟାଙ୍କିଂକୁ ବାଦ୍‌ ଦେଲେ ଦେଶରେ ଥିବା ସମସ୍ତ ବ୍ୟାଙ୍କ୍‌ ବନ୍ଦ ରହିବ। ଆଜିଠାରୁ ଆସନ୍ତା ମଙ୍ଗଳବାର ଯାଏ ବ୍ୟାଙ୍କର ବ୍ରାଞ୍ଚ ଗୁଡ଼ିକରେ କୌଣସି ଆର୍ଥିକ କାରବାର ହେବନାହିଁ। କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକର…

ଢେଙ୍କାନାଳ ଟାଉନରେ ୪ ଦିନଆ ସଟ୍‌ଡାଉନ

ଢେଙ୍କାନାଳ: ଢେଙ୍କାନାଳ ମ୍ୟୁନିସିପାଲଟି ଅଞ୍ଚଳରେ ୪ ଦିନିଆ ସଟ୍‌ଡାଉନ। ଆସନ୍ତା ୨୭ ଓ ୨୮ ତାରିଖରେ ସମଗ୍ର ଢେଙ୍କାନାଳ ମ୍ୟୁନିସିପାଲଟି ଅଞ୍ଚଳ ସଟ୍‌ଡାଉନ ରହିବ। ମ୍ୟୁନିସିପାଲଟି ଅଞ୍ଚଳର ୨୩ ଗୋଟି ଓ୍ବାର୍ଡ ସମେତ ସହର ସଟ୍‌ଡାଉନ ରହିବ। ସଂକ୍ରମଣ ରୋକିବା ଓ କଣ୍ଟାକ୍ଟ ଟ୍ରେସିଂ ପାଇଁ ୪ ଦିନିଆ…