୨୪ ଘଣ୍ଟା ମଧ୍ୟରେ ‘ଆପ୍’ରେ ଯୋଗ ଦେଲେ…
ନୂଆଦିଲ୍ଲୀ: ଲଗାତାର ୩ୟ ଥର ପାଇଁ ଦିଲ୍ଲୀ ସିଂହାସନ ଅକ୍ତିଆର କଲେ ଅରବିନ୍ଦ କେଜ୍ରିଓ୍ବାଲ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବାର ୨୪ ଘଣ୍ଟା ମଧ୍ୟରେ ‘ଆପ୍’ରେ ୧୧ ଲକ୍ଷ ଅଧିକ ବ୍ୟକ୍ତି ଯୋଗ ଦେଇଛନ୍ତି। ଗୁରୁବାର ଦିନ ଟୁଇଟ୍ କରି ଏ କଥା ‘ଆପ୍’ ତରଫରୁ ସୂଚନା ଦିଆଯାଇଛି । ୭୦…