Odisha Link
Bridging the Missing Links in Odisha
Browsing Tag

Aattack

ପ୍ରେମିକର ଉନ୍ମତ୍ତକାଣ୍ଡ, ପ୍ରେମିକାକୁ…

କଳାହାଣ୍ଡି: ଏକ ତରଫା ପ୍ରେମକୁ ନେଇ ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମିକାର ଗଳା କାଟିବା ଉଦ୍ୟମ କଲା ପ୍ରେମିକ। ଝିଅକୁ ବଞ୍ଚାଇବାକୁ ଯାଇ ମା’ର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି କେସିଙ୍ଗା ଥାନା କର୍ଲାଖୁଂଟା ଗାଁରେ। ମୃତ ମହିଳାଙ୍କ ନାଁ ସିନ୍ଧୁ ବାଗ(୫୦) ବୋଲି ଜଣାପଡ଼ିଛି।…

ଦୁଇ ସହକର୍ମୀଙ୍କୁ ଜେଲ ୱାର୍ଡରଙ୍କ…

ସମ୍ବଲପୁର: ଦୁଇ ସହକର୍ମୀଙ୍କୁ ଜେଲ ୱାର୍ଡର ଆକ୍ରମଣ କରିଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ମଣ୍ଡଳ କାରାଗାରରେ। ଦୁଇ ସହକର୍ମୀଙ୍କୁ ଜେଲ ୱାର୍ଡର ନିଶାସକ୍ତ ଅବସ୍ଥାରେ ବାଡ଼େଇଥିବା ଅଭିଯୋଗ ହୋଇଛି। ସୂଚନାଯାଗ୍ୟ ଯେ, ଗତକାଲି ସାମାନ୍ୟ ବଚସା ପରେ ନିଶାସକ୍ତ ଅବସ୍ଥାରେ ୱାର୍ଡର ଆକ୍ରମଣ…

ଦିଅରକୁ କଟୁରୀରେ ହାଣିଲା ଭାଉଜ

କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ନହରଣା ପଞ୍ଚାୟତ ନହରଣା ଗାଁରେ ହତ୍ୟାକାଣ୍ଡ। ସାନଭାଇକୁ ହତ୍ୟା କଲେ ବଡ ଭାଇ ପୁଅ,ଭାଉଜ, ସହ ପରିବାରର କିଛି ଲୋକ। ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବିଚିତ୍ରାନନ୍ଦ ପ୍ରଧାନ। ପାଣି ମାଗିଲେବି ଭୟରେ ଗାଁ…

ସାବୁନ ପାଇଁ କଳି, ହତ୍ୟା କଲା ନାବାଳକ

କେନ୍ଦ୍ରାପଡ଼ା: ସାବୁନ ପାଇଁ ହତ୍ୟା। ନିଜ ସାବୁନ ନ ପାଇବାରୁ ଜଣେ ୭ ବର୍ଷ ନାବାଳକର ବେକ କାଟି ଦେଇଥିଲା ଆଉ ଜଣେ ନାବାଳକ। ଆକ୍ରମଣର ଶିକାର ହୋଇଥିବା ନାବାଳକ ହେଲେ ପାପୁନି। ସେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି। ଅନେକ ତନାଘନା ପରେ ପୁଲିସ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି।…