ଆରବ ସାଗରରେ ଆସିପାରେ ବାତ୍ୟା ‘ଟଉକଟାଏ’
ଆରବ ସାଗରରେ ଆସିପାରେ ବାତ୍ୟା ‘ଟଉକଟାଏ’
ନୂଆଦିଲ୍ଲୀ: ମେ’ ୧୬ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତ ପରେ ବାତ୍ୟାର ରୂପ ନେଇପାରେ। ଉତ୍ତର ଭାରତରେ ହେବାକୁ ଥିବା ବାତ୍ୟାର ନାମ ‘ଟଉକଟାଏ’…