Odisha Link
Bridging the Missing Links in Odisha
Browsing Tag

Ardhendu Das

ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍ ‘ବଡ଼…

ଭୁବନେଶ୍ବର: ଓଡ଼ିଆ ଖବର ଦୁନିଆରେ ପାଦ ଥାପିଛି ଆଉ ଏକ ନୂଆ ଚ୍ୟାନେଲ୍। ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ନେତୃତ୍ବରେ ଆରମ୍ଭ ହେବାକୁ ଥିବା ଏହି ନୂଆ ଚ୍ୟାନେଲର ଲୋଗୋ ଆଜି ଭର୍ଚୁଆଲ ପ୍ଲାଟଫର୍ମରେ ଉନ୍ମୋଚିତ ହୋଇଛି। ଏହି ଚ୍ୟାନେଲର ନାମ ରହିଛି 'ବଡ଼ ଖବର'। ଲୋଗୋ ଉନ୍ମୋଚନ ଅବସରରେ 'ବଡ଼ ଖବର'ର…

ନ୍ୟୁଜ୍ ୭ ଛାଡ଼ିଲେ ଅର୍ଦ୍ଧେନ୍ଦୁ ଦାସ

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍‌ ୭ର ପ୍ରତିଷ୍ଠାତା ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଛାଡ଼ିଲେ ନ୍ୟୁଜ୍‌ ୭। ଆଜି ଏ ନେଇ ନିଜେ ସୋସିଆଲ ମଡିଆରେ ପୋଷ୍ଟ କରିଛନ୍ତି ଅର୍ଦ୍ଧେନ୍ଦୁ ଦାସ। ସେ ସୋଶିଆଲ ମିଡିଆରେ କହିଛନ୍ତି ଯେ, ସାଢେ ନଅ ବର୍ଷର ଯାତ୍ରାରେ ପୂର୍ଣ୍ଣଚ୍ଛେଦ। ନ୍ୟୁଜ୭ ସହ…