ଆଶାରାମଙ୍କୁ ଆଶ୍ବସ୍ତି: ଅନୁରୋଧ ସ୍ବୀକାର…
ଯୋଧପୁର: ବହୁଦିନ ପରେ ପୁଣିଥରେ ଚର୍ଚ୍ଚାରେ ଆଶାରାମ ବାପୁ। କାରଣ ଯୌନ ଶୋଷଣ ଅଭିଯୋଗରେ ଜେଲରେ ବନ୍ଦିଥିବା ଆଶାରାମ ବାପୁଙ୍କର ବେଲ୍ ପିଟିସନ୍ ଉପରେ ଶୁଣାଣି ପାଇଁ ଯୋଧପୁର କୋର୍ଟ ରାଜି ହୋଇଛନ୍ତି। ଆଶାରାମ କରିଥିବା ଆବେଦନ ଉପରେ ୨୦୨୧ ମସିହା ଜାନୁଆରୀ ତୃତୀୟ ସପ୍ତାହରେ ଶୁଣାଣି ହେବ। ନିକଟରେ ନିଜ…