Odisha Link
Bridging the Missing Links in Odisha
Browsing Tag

Athmallik

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା…

ଆଠମଲ୍ଲିକ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କରିଛି ପୁଲିସ। ଅନୁଗୋଳ ଜିଲ୍ଲା ଏସପି ଜଗମୋହନ ମୀନା ଓ ହଣ୍ଡପା ପୋଲିସ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ହଣ୍ଡପା ଥାନା ଖୋଲାଗେରେଡା ଅଞ୍ଚଳରେ ପାଖାପାଖି ୧୦ ଏକର ଜମିରେ ଗଞ୍ଜେଇ ଚାଷ ହେଉଥିବାର ଖବର ମିଳିଥିଲା। ପୁଲିସ ସେହି ଅଞ୍ଚଳରେ…

ହାତୀ ଆକ୍ରମଣରେ ମହିଳା ମୃତ

ଆଠମଲ୍ଳିକ : ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ୍‌ ଅନ୍ତର୍ଗତ ନଅଗାଁ ଗ୍ରାମପଞ୍ଚାୟ ଅଞ୍ଚଳର ନୂଆଗଡ଼ ଗାଁ’ରେ ଜଣେ ବୟସ୍କ ମହିଳାଙ୍କୁ ଗୋଟାଏ ହାତୀ ମାରି ପକାଇଛି। ମୃତ ମହିଳା ହେଉଛନ୍ତି ନୂଆଗଡ଼ ଗାଁ’ର ସୁବାସିନୀ ନାୟକ। ମିଳିଥିବା ସୂଚନା ଅନୁସାରେ, ବଡ଼ି ଭୋର୍‌ରୁ ସୁବାସିନୀ ଶୌଚହେବା ପାଇଁ ବାହାରକୁ…