Odisha Link
Bridging the Missing Links in Odisha
Browsing Tag

Axe

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ମୁନିଗୁଡା: ପୁଅର ଆକ୍ରମଣରେ ବାପା ମୃତ। ଏହି ଅଭାବ ଘଟଣାଟି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡଙ୍ଗର ରାଣିବନ୍ଦ ଗାଁରେ ଘଟିଛି। ଘରୋଇ କଳିରୁ ଏହି ହତ୍ୟା କାଣ୍ଡ ହୋଇଥିବା ଜଣା ପଡିଛି। ପ୍ରକାଶ ଯେ , ରବିବାର ରାତିରେ ବାପା ଓ ପୁଅଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ବଚସା ହୋଇଥିଲା। ପରବର୍ତ୍ତୀ…

ସ୍ତ୍ରୀକୁ କୁରାଢ଼ିରେ ଛେଚି ହତ୍ୟାକଲା…

ମୟୂରଭଞ୍ଜ: ସ୍ତ୍ରୀକୁ କୁରାଢ଼ିରେ ଛେଚି ନିର୍ମମ ଭାବେ ହତ୍ୟାକଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପଳାଶବଧା ଗ୍ରାମରେ ଘଟିଛି। ଏହିମାମଲାରେ ହତ୍ୟାକାରୀ ସ୍ୱାମୀ (୫୨) ଶିବପ୍ରସାଦ ମହାନ୍ତକୁ ପୁଲିସ ଗିରଫ କରି ପଚରାଉଚୁରା କରୁଛି। ୧୭୯/୨୦ରେ ମାମଲା ରୁଜୁ କରାଯାଇ…

ରାତିରେ ଶୋଇପଡ଼ିଲା ସ୍ବାମୀ, ସ୍ତ୍ରୀ କଲା…

ଜଗତସିଂହପୁର: ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦାଥାନା ଅନ୍ତର୍ଗତ ସଦେଇପୁର ଗାଁରେ। ପାରିବାରିକ କଳହରୁ ସ୍ବାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ। ସ୍ବାମୀକୁ ହତ୍ୟା କରିବା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛି ସ୍ତ୍ରୀ। ମୃତ ବ୍ୟକ୍ତ ଜଣକ…

ମାଉସୀକୁ ହାଣିଲା ପୁତୁରା

ରାଇରଙ୍ଗପୁର: ପୁତୁରାର କୁରାଢି ଚୋଟରେ ମାଉସୀର ମୃତ ହୋଇଛି। ମୁଣ୍ଡରେ ବାରମ୍ବାର ଅତି ନୃଶଂସ ଭାବେ ହତ୍ୟା କରିଛି ପୁତୁରା। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଡକଡିହା ଗ୍ରାମରେ। ମିଳିଥିବା ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ କାନ୍ଦ୍ରା ନାଏକ ମାମୁଁ ଘରକୁ ଆସିଥିଲେ।…

ସ୍ବାମୀଙ୍କୁ ଟାଙ୍ଗିଆ ହାଣିଲା ସ୍ତ୍ରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଉପରଝାପି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ହରି ମାଝୀ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେବେ ପାରିବାରିକ କଳହ ଯୋଗୁଁ ଏଭଳି ଘଟିଥିବା ସନ୍ଦେହ…