Odisha Link
Bridging the Missing Links in Odisha
Browsing Tag

badminton

ଅଲିମ୍ପିକ୍ସ: ଦୁଇଟି ବ୍ରୋଞ୍ଜ ପଦକ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ୧୦ମ ଦିନରେ ଭାରତ ହାତ ଖାଲି ରହିଛି। ଦୁଇଟି ବ୍ରୋଞ୍ଜ ପଦକ ମ୍ୟାଚ୍‌ ଭାରତୀୟ ଖେଳାଳି ଖେଳିଥିଲେ ସୁଦ୍ଧା ପଦକ ହାସଲ କରିବାରେ ସଫଳ ହୋଇନାହାନ୍ତି। ଭାରତାର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ବ୍ରୋଞ୍ଜ ପଦକ ମ୍ୟାଚରେ ମାଲେସିଆ ଖେଳାଳିଙ୍କଠୁ ୨-୧ରେ…

ସାଇନା ଓ ପ୍ରଣୟ କରୋନା ପଜିଟିଭ ଚିହ୍ନଟ,…

ନୂଆଦିଲ୍ଲୀ: ଇଣ୍ଡିଆର ଷ୍ଟାର ବ୍ୟାଡମିଣ୍ଟନ୍‌ ଖେଳାଳି ସାଇନା ନେହଓ୍ବାଲ କରୋନା ପଜିଟିଭ ଚିହ୍ନଟ। ଏଥିସହିତ ଏଚ୍‌ଏସ୍‌ ପ୍ରଣୟ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଥାଇଲାଣ୍ଡ ଓପନ ୨୦୨୧ର ଦିନକ ପୂର୍ବରୁ ଭାରତୀୟ ବ୍ୟାଡ଼ମିଣ୍ଟନ୍‌ ଟିମ୍‌କୁ ଲାଗିଛି ଶକ୍ତ ଝଟକା। ଉଭୟ ଖେଳାଳି ଏବେ…

ସିନ୍ଧୁ ବାହା ନହେଲେ ଉଠେଇନେବି କହିଛନ୍ତି…

ନୂଆଦିଲ୍ଲୀ: ପ୍ରେମର କୌଣସି ବୟସ ସୀମା ନ'ଥାଏ। ତାମିଲନାଡୁ ଅଞ୍ଚଳର ଜଣେ ବୃଦ୍ଧ ବ୍ୟାଡମିଣ୍ଟନ୍ ଖେଳାଳି ପି.ବି ସିନ୍ଧୁଙ୍କୁ ବିବାହ କରିବା ପାଇଁ କହିଛନ୍ତି ,ଏହା ହେଉଛି ଏକ ଉଦାହରଣ। ପି.ବି ସିନ୍ଧୁ ବ୍ୟାଡମିଣ୍ଟନ୍ ଖେଳାଳିଓସେ ଆମ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତି ଥିଲେ । ତାଙ୍କୁ ବିବାହ…