Odisha Link
Bridging the Missing Links in Odisha
Browsing Tag

Balesor

ନିର୍ବାଚନ ଫଳାଫଳ: ବାଲେଶ୍ୱରରେ ଚତୁର୍ଥ…

ବାଲେଶ୍ୱର: ଆଜି ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବାଲେଶ୍ୱରରେ ଚତୁର୍ଥ ରାଉଣ୍ଡ ଗଣତି ଶେଷ ହୋଇଥିବାର ସୂଚନା ମିଳିଛି। ଏହି ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୧୧୮୫ ଭୋଟରେ ଆଗୁଆ ରହିଛନ୍ତି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ…

ବାଲିଆପାଳରେ ସର୍ବାଧିକ ବର୍ଷା ରେକର୍ଡ

ବାଲେଶ୍ୱର : ବାଲେଶ୍ୱର ବାଲିଆପାଳ ବ୍ଲକରେ ସର୍ବାଧିକ ୧୬୫ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ରାସଗୋବିନ୍ଦପୁରରେ ୧୨୨, ଜଳେଶ୍ୱରରେ ୧୧୫ ଓ ମାର୍ଶାଘାଇରେ ୧୧୪ ମିମି ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲା ହିସାବରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୬୩.୪ ଓ ଜଗତସିଂହପୁରରେ ୬୨.୮ ମିମି ବର୍ଷା ରେକର୍ଡ…

ମାଛ ବୋଝେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌…

ସୋର : ୧୬ ନଂ ଜାତୀୟ ରାଜପଥର ବାଲେଶ୍ୱରର ତଳନଗର ନିକଟରେ ଆଜି ଭୋରରୁ ଏକ ମାଛ ବୋଝେଇ ଟ୍ରକ୍‌କୁ ପଛରୁ ଏକ ଲଙ୍କା ବୋଝେଇ ପିକ୍‌ଅପ୍‌ ପିଟି ଦେଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ପିକ୍‌ଅପ୍‌ ଡ୍ରାଇଭର ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ, ଆନ୍ଧ୍ରରୁ କୋଲକତା…

ଦ୍ୱିତୀୟ ସ୍ତ୍ରୀକୁ ବିଷ ଦେଇ ମାରିଦେଲା…

ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ନରହରିପୁର ଗାଁର କମଳାକାନ୍ତ ଦାସଙ୍କ ପ୍ରଥମ ସ୍ତ୍ରୀ ଛାଡ଼ି ପଳାଇଯାଇଥିଲେ। ତେଣୁ ସେ ଚାନ୍ଦିପୁର ଥାନା ଅନ୍ତର୍ଗତ ମୁଲଣାନଗର ଗାଁର ରାମଚନ୍ଦ୍ର ବେହେରାଙ୍କ ଝିଅ ସୀମାଲତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ରାଜା ବଗିଚା ସ୍ଥିତ ହର ପାର୍ବତୀଙ୍କ ମନ୍ଦିରରେ ଉଭୟଙ୍କ…

ଓଲଟିଲା ଗୋରୁ ବୋଝେଇ ଟ୍ରକ ୨୫ ଗୋରୁ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ଏକ ଗୋରୁ ବୋଝେଇ ଟ୍ରକ ଓଲଟି ୨୫ ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଟ୍ରକର ଚାଳକ ଓ ହେଲପର ଫେରାର ହୋଇଯାଇଛନ୍ତି। ପଶ୍ଚିମବଙ୍ଗରୁ ବେଆଇନ ଗୋ ଚାଲାଣ ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ି ଭିତରେ…

ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ

ସୋର : ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ନିଶ୍ଚନ୍ତା ଗାଁରେ ଅଗ୍ନିକାଣ୍ଡ ହୋଇଛି । ରାତିରେ ଗୌରାଙ୍ଗ ଖଟୁଆଙ୍କ ପରିବାର ଲୋକେ ଖାଇସାରି ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିବା ଜଣାପଡିଛି । ନିଦ ଭାଙ୍ଗିଯିବାରୁ ଜୀବନବିକଳରେ ପରିବାର…