Odisha Link
Bridging the Missing Links in Odisha
Browsing Tag

Barnabodha

ବର୍ଣ୍ଣବୋଧ ପୋଡ଼ି ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ମଧୁ ବର୍ଣ୍ଣବୋଧ ପୋଡ଼ିବା ଘଟଣାରେ ସାକେତ୍‍ ଶ୍ରୀଭୂଷଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମେଲ୍‍ଛାମୁଣ୍ଡା ପୋଲିସ୍‍। ଲୋକକବି ହଳଧର ନାଗଙ୍କ ଫଟୋ ବ୍ୟବହାର କରି ଓଡ଼ିଆ ଭାଷା ଓ ବର୍ଣ୍ଣବୋଦ ବିରୋଦରେ ଏଭଳି କାଣ୍ଡକୁ ବିରୋଧ କରି ନିଜେ ଶ୍ରୀ ନାଗ ଗତକାଲି ରାତିରେ ମେଲଛାମୁଣ୍ଡା…

ଆଜି ଯିଏ ବହି ଜାଳୁଛି, କାଲି ମଣିଷ ମାରିବ

ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ତମ୍ଭ 'ଶୁଭସ୍ବର' ଆଜି ଯିଏ ବହି ଜାଳୁଛି, କାଲି ମଣିଷ ମାରିବ ୨୦୧୦ ମସିହାରେ ଯେତେବେଳେ ବୋଆ ସିନିଅର ନାମ୍ନୀ ଆଣ୍ଡାମନ ମହିଳା ପ୍ରାଣ ହରାଇଲେ, ଗୋଟିଏ ଭାଷା ଭୂପୃଷ୍ଠରୁ ସମ୍ପୂର୍ଣ୍ଣ ଲୋପ ପାଇଗଲା। କାରଣ ବୋଆ ସିନିଅର୍‌ ଥିଲେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ବିଲୁପ୍ତ…

ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷା ବିଦ୍ବେଷ,…

ସମ୍ବଲପୁର: ଓଡ଼ିଆ ଭାଷାର ଆଦ୍ୟ ବ୍ୟାକରଣ ପୁସ୍ତକ ଭାବେ ପରିଚିତ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ବର୍ଣ୍ଣବୋଧ’କୁ କେହି ଦୁର୍ବୃତ୍ତ ପୋଡ଼ିଛନ୍ତି। ବର୍ଷେ ତଳର ଏ ଭିଡିଓଟି ଏବେ କୋସଲି ଭାଷାକୁ ପ୍ରୋତ୍ସାହନ ଦେଉଥିବା କିଛି ଅନୁଷ୍ଠାନ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ‘ବେନି’ ନାମକ ଏକ…