ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ
ପୁରୀ : ବାଟମଙ୍ଗଳା ନିକଟସ୍ଥ ବଢେଇବାଙ୍କ ଛକରେ ଚଳାନ୍ତା କାରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି ଓ ଡ୍ରାଇଭର। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ପ୍ରକାଶ ଯେ, ପୁରୀରୁ ଦମ୍ପତ୍ତି ଇଣ୍ଡିଗୋ କାର୍ ଯୋଗେ ଭୁବନେଶ୍ବର ଫେରୁଥିବା ବେଳେ କୌଣସି କାରଣରୁ…