Odisha Link
Bridging the Missing Links in Odisha
Browsing Tag

Bhattarika Temple

ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ

କଟକ : ମା’ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ବନ୍ୟାଜଳ। ଗତକାଲି ରାତି ପ୍ରାୟ ୧ଟା ସମୟରେ ମନ୍ଦିରକୁ ଭିତରକୁ ବନ୍ୟାଜଳ ପ୍ରବେଶ କରିଥିବା ଜଣାପଡ଼ିଛି। ମହାନଦୀରେ ପ୍ରବାହିତ ବନ୍ୟାଜଳ ଭଟ୍ଟାରିକା ମନ୍ଦିର ଭିତରେ ପ୍ରବେଶ କରିଛି ଫଳରେ ମନ୍ଦିରଟି ଜଳମଗ୍ନ ହୋଇଯାଇଛି। ମନ୍ଦିର ଭିତରେ ବନ୍ୟାଜଳ ପଶିବା କାରଣରୁ…

ବୁଡ଼ିଲା ଭଟ୍ଟାରିକାଙ୍କ ମନ୍ଦିର

କଟକ : ମହାନଦୀ ପାଣି ବଢ଼ିବା ପରେ ବଡ଼ମ୍ବାର ପ୍ରସିଦ୍ଧ ମାଆ ଭଟ୍ଟାରିକା ମନ୍ଦିର ବୁଡ଼ି ଯାଇଛି। ମନ୍ଦିରର ଚାରିପଟେ ଏବେ ପାଣି ଆଉ ପାଣି। ପରିସ୍ଥିତି ଏପରି ହୋଇଛି ଯେ, ମନ୍ଦିରକୁ ଦେଖିଲେ ଏହା ନଦୀ ମଧ୍ୟରେ ଥିବା ଭ୍ରମ ସୃଷ୍ଟି କରୁଛି। ବନ୍ୟା ପାଣି ଆସିବା ପୂର୍ବରୁ ମାଆ ଭଟ୍ଟାରିକାଙ୍କ ବିଗ୍ରହଙ୍କୁ…