ଶିଶୁ ଦେହରେ ଉଭୟ ଯୌନାଙ୍ଗ, ପୁଅ ନା ଝିଅ…
କଟକ: ଏକ ବିରଳ ଶିଶୁକୁ ନେଇ ରାଜ୍ୟରେ ଲାଗି ରହିଛି ଚର୍ଚ୍ଚା। ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ଏକ ଶିଶୁ ଚିକିତ୍ସା ପାଇଁ ଆସିବା ପରେ ଚର୍ଚ୍ଚା ଲାଗି ରହିଛି। ବିରଳ ଏଇଥିପାଇଁ କି’ ଶିଶୁର ଯୌନାଙ୍ଗ ସ୍ଥାନର ଗଠନ ବଡ଼ ବିଚିତ୍ର। ଉଭୟ ପୁରୁଷ ଓ ମହିଳାଙ୍କ ଯୌନାଙ୍ଗ ତା’ ଦେହରେ ପ୍ରାକୃତିକ ଭାବେ…