Odisha Link
Bridging the Missing Links in Odisha
Browsing Tag

Bomb Explosion

ବୋମା ମାଡ଼ରେ ଫାଟିଲା ଛାତ

କଟକ: ବାଙ୍କୀ ବୈଦେଶ୍ବର ଥାନା ପଣ୍ଡାଳମ ଗାଁରେ ବୋମା ମାଡ଼ ହୋଇଛି । ବୋମା ମାଡ଼ରେ ଜଣେ ବ୍ୟକ୍ତିଙ୍କ ଘରର ଛାତ ଫାଟିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ବୋମା ମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ବୋମା ମାଡ଼ ନେଇ ବୈଦେଶ୍ବର ଥାନାରେ ମାମଲା ରୁଜୁ ହୋଇଛି । ଘଟଣାସ୍ଥଳରେ ବୈଦେଶ୍ବର…