Odisha Link
Bridging the Missing Links in Odisha
Browsing Tag

Bombing

ଇରାକରେ ଆତ୍ମଘାତୀ ବିସ୍ଫୋରଣ: ୩୦ମୃତ,…

ଇରାକ: ଇରାକରେ ଆତ୍ମଘାତୀ ବିସ୍ଫୋରଣ। ଆଜି ଇରାକର ବାଘଦାଦରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଇରାକର ଖୋଲା ସ୍ଥାନରେ ଥିବା ଏକ କପଡ଼ା ମାର୍କେଟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୩ଜଣ ଆହତ ହୋଇଛନ୍ତି। କରୋନା କଟକଣା ହୋହଳ ହେବା ପରେ ବାଘଦାଦ…

ପୁଲିସ ଉପରକୁ ବୋମା ମାଡ଼

ଆଠଗଡ଼ : ପୁଲିସ ଉପରକୁ ବୋମା ମାଡ଼। ବୋମାମାଡ଼ରେ ଜଣେ କନେଷ୍ଟବଳ ଆହାତ ହୋଇଛନ୍ତି। ଖୁଣ୍ଟୁଣୀ ଥାନା ତାଳଭାଗ ଗାଁରେ ପୁଲିସ ଉପରକୁ ବୋମାମାଡ଼। ସୂଚନା ଅନୁସାରେ, ଏକ ସିମେଣ୍ଟ କାରଖାନାରେ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଜମି ଉପର ଦେଇ ଟାୱାର ଲାଇନ ଟଣା ହେଉଥିବା ବେଳେ କ୍ଷତି ପୂରଣ…

କଟକ ଡଗରପଡ଼ା ଛକରେ ବୋମାମାଡ଼

କଟକ : କଟକ ଡଗରପଡା ଛକରେ ବୋମାମାଡ ହୋଇଛି। କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ୪ଟି ବୋମାମାଡ କରିଛନ୍ତି। ଦୁଇ ଜଣଙ୍କ ଘର ଉପରକୁ ବୋମାମାଡ ହୋଇଛି। ବୋମାମାଡ କରିଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଯୁବକକୁ ଅଟକ ରଖିଛି ପୋଲିସ। ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ତେବେ ପୂର୍ବ ଶତ୍ରୁତାରୁ…