Odisha Link
Bridging the Missing Links in Odisha
Browsing Tag

Brajarajnagar

ଧାନ ବିଲରୁ ଗଳିତ ମୃତ ଦେହ ଉଦ୍ଧାର

ବ୍ରଜରାଜନଗର : ଆଜି ରାଜପୁର କଟାପାଲି ଗ୍ରାମର ଏକ ଧାନ ବିଲରୁ ଏକ ବୃଦ୍ଧାଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ବଘରାଚକା ଗ୍ରାମର ବାସନ୍ତୀ ସିଂହ। ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ କୌଣସି ଜନ୍ତୁ ଖାଇ ଦେଇଥିବାରୁ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଧାନ କଟା ସାରିଥିବାରୁ କ୍ଷେତକୁ କେହି…

୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ

ଝାରସୁଗୁଡା: ଟୋଲଗେଟ୍ ଉଚ୍ଛେଦ ଦାବିରେ ଆଜି ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ଡାକରା ଦିଆଯାଇଛି। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନୂଆଁଡିହିସ୍ଥିତ ଏନଏଚ-୪୯ରେ ସ୍ଥାପିତ ହୋଇଥିବା ଟୋଲଗେଟକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବ୍ରଜରାଜନଗର ନାଗରିକ ମଞ୍ଚ। ଏହାର ପ୍ରଭାବରେ…