Odisha Link
Bridging the Missing Links in Odisha
Browsing Tag

Bus Fire

ଦୀପାବଳୀରେ ଅଘଟଣ, ତମାଣ୍ଡୋରେ ଜଳିଗଲା ୫…

ଓଏଲ୍‌ ବ୍ୟୁରୋ: ଆଲୋକର ପର୍ବ ଦୀପାବଳୀରେ ବଡ଼ ଅଘଟଣ। ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋରେ ଘଟିଛି ଅଘଟଣ। ତମାଣ୍ଡୋ ଥାନା ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି ବସ୍‌ ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁ ଗ୍ୟାରେଜରେ ଥିବା ଅନେକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି। ମିଳିଥିବା…

ବସରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ…

ବିଶାଖାପାଟଣା: ଓଡ଼ିଶା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସରେ ନିଆଁ ଲାଗିଯିବାରୁ ବସଟି ଜଳିଯାଇଛି। ବସଟିର ଅଧିକାଂଶ ଅଂଶ ଜଳିଯାଇଥିବା ଖବର ମିଳିଛି। ସୂଚନାଯୋଗ୍ୟ ଯେ, ସର୍ଟ ସର୍କିଟ ଯୋଗୁଁ ବସରେ ନିଆଁ ଲାଗିଥିବା ଜଣାପଡ଼ିଛି। ବିଶାଖାପାଟଣା ପାଇକରାଓପେଟା ନିକଟସ୍ଥ ଏନ୍ଏଚ୍ ୫ରେ ଏହି ଅଘଟଣ ଘଟିଥିଲା। ପରେ…

ବସ୍‌ରେ ଲାଗିଲା ବିଦ୍ୟୁତ ତାର, ୬ ମୃତ

ଜୟପୁର: ଗତକାଲି ରାତିରେ ରାଜସ୍ଥାନର ଜାଲୋର୍ ଜିଲ୍ଲା ଅନ୍ତର୍ଗତ ମହେଶପୁରରେ ବିଜୁଳି ତାର ସଂସ୍ପର୍ଶ ଆସି ଗୋଟାଏ ବସ୍‌ରେ ନିଆଁ ଲାଗିଯିବାରୁ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପ୍ରକାଶ ଯେ, ଶନିବାର ରାତି ପ୍ରାୟ ୧୦.୩୦ରେ ଘଟଣାଟି ଘଟିଥିବା କଥା ଜାଲୋର୍ ଜିଲ୍ଲାର…