Odisha Link
Bridging the Missing Links in Odisha
Browsing Tag

CBI

ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ…

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ। ତାଙ୍କୁ ସିବିଆଇ ଗିରଫ କରିଛି। ଆଜି ସକାଳ ପ୍ରାୟ ୭ଟା ସମୟରେ ସିବିଆଇ ଆଶୀର୍ବାଦଙ୍କ ଘରେ ଚଢ଼ାଉ କରିଥିଲା। ଏବଂ ଆଶୀର୍ବାଦ ଘରେ ଥିଲେ। ଏହାପରେ ତାଙ୍କୁ ଗିରଫ କରିଥିବା ସୂଚନାରହିଛି। ଅର୍ଥତତ୍ତ୍ୱ ଚିଟଫଣ୍ଡ…

ଉନ୍ନାଓ ପୀଡ଼ିତା ଦୁର୍ଘଟଣା ମାମଲା: ବୟାନ…

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାର ପୀଡ଼ିତାଙ୍କ ବୟାନ ଆଜି ରେକର୍ଡ କରିଛି ସିବିଆଇ। ସେ ବର୍ତ୍ତମାନ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଜୁଲାଇ ୨୮ରେ ଉନ୍ନାଓ ପୀଡ଼ିତା ରାଏ ବରେଲିକୁ ଯାଉଥିବା ବେଳେ ଏକ ନମ୍ୱର ଲୁଚାଯାଇଥିବା ଟ୍ରକ ଆସି ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ମାମଲାରେ…

ସିବିଆଇ ଅଧିକାରୀଙ୍କୁ ପ୍ରଶ୍ନ କରୁଛନ୍ତି…

ନୂଆଦିଲ୍ଲୀ: ଗିରଫ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ଜେରା କରୁଛି ସିବିଆଇ। ସିବିଆଇ ପକ୍ଷରୁ ପଚରା ଉଚରା କରାଯାଉଛି। ତେବେ ସେ ଏଥିରେ ସହଯୋଗ କରୁ ନ ଥିବା କୁହାଯାଉଛି। ସିବିଆଇ ଅଧିକାରୀଙ୍କ ପ୍ରଶ୍ନରେ ସେ ଓଲଟା ପ୍ରଶ୍ନ ପଚାରୁଛନ୍ତି। ଗୁରୁବାର ପୂର୍ବାହ୍ନ ୮ ଠାରୁ ପଚରାଉଚରା…

ଚିଦାମ୍ବରମ୍‌ ଗିରଫ, ଆଜି ସିବିଆଇ…

ନୂଆଦିଲ୍ଲୀ: ପ୍ରାୟ ଦୁଇ ଦିନର ନାଟକ ପରେ କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଓ ସିବିଆଇ ମଧ୍ୟରେ ଯେଉଁ ଲୁଚକାଳି ଖେଳ ଚାଲିଥିଲା ସେଥିରେ ଯବନିକା ପଡ଼ିଛି। ସିବିଆଇ ଏବଂ ଇଡିକୁ ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଲୁଚିବାରେ ସକ୍ଷମ ହୋଇଥିବା ଚିଦାମ୍ବରମ୍‌ଙ୍କୁ ସିବିଆଇ ତାଙ୍କୁ ତାଙ୍କ ଘରୁ ହିଁ…

ଇନ୍ଦିରା ଗାନ୍ଧିଙ୍କୁ ଗିରଫ କରିଥିବା…

ଚେନ୍ନାଇ: ୧୯୭୭ ମସିହାରେ ସାରା ଦେଶରେ ଚହଳ ପକାଇଥିବା ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଭି.ଆର.ଲକ୍ଷ୍ମୀନାରାୟଣ ଆଉ ନାହାନ୍ତି। ଗତକାଲି ତାଙ୍କର ଚେନ୍ନାଇର ଆନ୍ନା ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ପୂର୍ବତନ ପୁଲିସ ଅଧିକାରୀ ଡିଜିପି ଲକ୍ଷ୍ମୀନାରାୟଣ କିଛି ଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁ…

ସିବିଆଇ ଜାଲରେ ଅରୁଣ ସାହୁ ଓ ଅତନୁ ନାୟକ

ଭୁବନେଶ୍ବର: ପୁଣି ଥରେ ଶାସକ ବିଜୁ ଜନତା ଦଳ ପଛରେ ମାତିଲା ସିବିଅ‍ାଇ ଭୂତ। ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଅ‍ାଇ ପଚରାଉଚରା ପାଇଁ ଡାକିଛି। ଖବର ସରବରାହ ସଂସ୍ଥା ଏଏନ୍ଅ‍ାଇ ମୁତାବକ, ଉଭୟଙ୍କୁ ସିବିଅ‍ାଇ ପଚରାଉଚରା…