Odisha Link
Bridging the Missing Links in Odisha
Browsing Tag

CBI

ଏମସ ରିପୋର୍ଟ ଉପରେ ପ୍ରଶ୍ନ କଲେ…

ମୁମ୍ବାଇ : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ତେବେ ଏମସ ଦେଇଥିବା ରିପୋର୍ଟକୁ ସୁଶାନ୍ତଙ୍କ ଓକିଲ ଠିକ ନୁହଁ ବୋଲି କହିଛନ୍ତି । ରିପୋର୍ଟରେ ଉଲ୍ଲେଖ ହୋଇଛି କି ସୁଶାନ୍ତଙ୍କ ମୃତ୍ୟୁ ଏକ ଅପମୃତୁ୍ୟ ଆତ୍ମହତ୍ୟା ଜନିତ । ଏହାକୁ ଏକ ହାସ୍ୟାସ୍ପଦ…

ହାଥରସ ଧର୍ଷଣ ଘଟଣାର ସିବିଆଇ ତଦନ୍ତ…

ଲକ୍ଷ୍ନୌ: ଆଜି ପ୍ରବଳ ପ୍ରତିରୋଧ ସତ୍ତ୍ବେ ଉତ୍ତରପ୍ରଦେଶର ହାଥରସରେ ଧର୍ଷିତାଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରା। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନ ମିଳିବା ଯାଏଁ କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି ପ୍ରିୟଙ୍କା ଗଣମାଧ୍ୟମକୁ କହିବାର କିଛି ସମୟ ପରେ…

ଦେବୀ ମିଶ୍ରଙ୍କ ଘରେ ସିବିଆଇ

ଭୁବେନଶ୍ବର: ବରିଷ୍ଠ ବିଜେଡ଼ି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌ କରିଛି। ଏନେଇ ଭୁବନେଶ୍ବର ୟୁନିଟ୍‌-୧ ସ୍ଥିତ ଘରେ ସିବିଆଇ ରେଡ୍‌ କରିଛି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍‌ରେ ରେଡ୍‌ ଚାଲିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ସି-ସୋର ଚିଟଫଣ୍ଡ ଲିଙ୍କ ନେଇ ସିବିଆଇ ବହୁ ନେତା ଓ…

ଆଜି ପୁଣି ରିୟାଙ୍କୁ ଜେରା କରିବ ସିବିଆଇ

ମୁମ୍ବାଇ: ବଲିଉଡର ଷ୍ଟାଇଲିସ୍‌ ଷ୍ଟାର ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ବ ନେଇଛି ସିବିଆଇ। ସମୟ ଗଡ଼ିବା ସହିତ ଏହି ମାମଲାରେ ଅଧିକରୁ ଅଧିକ ସସପେନ୍ସ ଜାରି ହେଉଛି। ସିବିଆଇ ତଦନ୍ତ ଦ୍ରୁତ ଗତିରେ ଚାଲିଥିବା ବେଳେ ପ୍ରଥମେ ସିବିଆଇ ସୁଶାନ୍ତଙ୍କ ସହ ଜଡିତ ଲୋକଙ୍କୁ ପଚରାଉଚରା କରିବା କାମ ଚାଲୁ…

ସିବିଆଇ ନିକଟରେ ହାଜର ହେଲେ ରିୟା

ମୁମ୍ବାଇ: ସିବିଆଇ ନିକଟରେ ହାଜର ହେଲେ ରିୟା। ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଥିବାରୁ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଥିଲା। ସିବିଆଇର ସମନ ପରେ ଆଜି ମୁମ୍ବାଇ ସିବିଆଇ ନିକଟରେ ହାଜର ହୋଇଛନ୍ତି ରିୟା। ମୁମ୍ବାଇର ଡିଆରଡିଓ ଅଫିସ୍‌ରେ ରିୟା…

CBI ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସ ବିତି ସାରିଛି। ହେଲେ ଏବେ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁ ପଛରେ କିଏ ଅଛି ତାହା ଜଣା ପଡ଼ିନାହିଁ। ଯାହା ଫଳରେ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଜଣା ପଡ଼ିପାରୁ ନାହିଁ। ଏହାରି ମଧ୍ୟରେ ସୁଶାନ୍ତ ମୃତ୍ୟୁ ଘଟଣାକୁ ନେଇ ସୁପ୍ରିମକୋର୍ଟ…

ଆଦିତ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି

ଭୁବନେଶ୍ବର : ମାନବପ୍ରେମୀ ଆଦିତ୍ୟଦାସ ମୃତ୍ୟୁ ମାମଲାରେ ଆଜି ସେବାଶ୍ରମ ସଦସ୍ୟମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଦିତ୍ୟଙ୍କ ମୃତ୍ୟୁର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ପିପୁଲସ୍ ଫର ସେବା ସଦସ୍ୟ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନଥିବା କହିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି…

ସୁଶାନ୍ତ ମୃତ୍ୟୁ ମାମଲା:ସୁପ୍ରିକୋର୍ଟରେ…

ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଚାଲିଛି। ସିବିଆଇ ଓ ଇଡି ମିଳିତ ଭାବେ ଏହି ମାମଲାର ତଦନ୍ତ ଚଲାଇଛନ୍ତି। ମହାରାଷ୍ଟ୍ର ସରକାର ଆଜି ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି। ଏଥିସହିତ ସିବିଆଇ ତଦନ୍ତକୁ ବିରୋଧ କରିଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ସରକାରଙ୍କ…

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ସିବିଆଇ। ଶାରଦା ଚିଟଫଣ୍ଡ ମାମଲାରେ କୋଲକାତାର ପୂର୍ବତନ ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ଅଗ୍ରୀମ ଜାମିନ୍‌ ଖାରଜ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲା ସିିବିଆଇ।ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାଜୀବ କୁମାରଙ୍କୁ ନୋଟିସ କରିଛନ୍ତି।…

ରାଜୀବ କୁମାରଙ୍କ ଘରେ ସିବିଆଇ ଚଢାଉ

କୋଲକାତା: ନିଖୋଜ ଆଇପିଏସ୍‌ ରାଜୀବ କୁମାରଙ୍କ ଘରେ ଆଜି ସିବିଆଇ ଚଢ଼ାଉ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ରାଜୀବ କୁମାରଙ୍କ ୫ଟି ଠିକଣାରେ ଚଢ଼ଉ କରିଛି। ଏହା ପୂର୍ବରୁ ଆଜି ଆଇପିଏସ୍‌ ଅଫିସର୍‌ଙ୍କ ମେସ୍‌ରେ ମଧ୍ୟ ଚଢ଼ଉ ହୋଇଥିଲା। ରାଜୀବଙ୍କ ନାମରେ ଶାରଦା ଚିଟ୍‌ଫଣ୍ତ ମାମଲାରେ ସଂପୃକ୍ତ…