Odisha Link
Bridging the Missing Links in Odisha
Browsing Tag

CBI

ଅଡ଼ୁଆରେ ମହାରାଷ୍ଟ୍ରର ପୂର୍ବତନ…

ମୁମ୍ବାଇ: ମନ୍ତ୍ରୀ ପଦରୁ ହଟିବା ପରେ ବି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଅଡ଼ୁଆରେ। ଆର୍ଥିକ ଦୁର୍ନୀତି ଘଟଣାରେ ଶୁକ୍ରବାର ସକାଳୁ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଗପୁର ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଲାସ ଚଳାଇଛି। ସୂଚନାଥାଉକି, ମୁମ୍ବାଇର ପୂର୍ବତନ…

ସିବିଆଇ ଆଗରେ ସିନ୍ ରିକ୍ରିଏସନ୍ କଲା…

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ସିବିଆଇ ଆଗରେ ସମସ୍ତ ଘଟଣା ବଖାଣିଛି। ଅଭିଯୁକ୍ତ ସିବିଆଇ ଆଗରେ ରିକ୍ରିଏସନ୍ କରିଛି। ତେବେ ବିବନକୁ ବାରଙ୍ଗ ଥାନାରେ ରଖାଯାଇଥିବା ବେଳେ ଏହି ପ୍ରକ୍ରିୟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ବୋଲି…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା:…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ କମିଶନରେଟ ପୁଲିସ ଗିରଫ କରିଛି। ଏହି ପ୍ରସଙ୍ଗରେ ସିବିଆଇର ୨ ଜଣିଆ ଟିମ୍ ପୁଲିସ କମିଶନର ସୁଧାଂଶୁ ଷଢଙ୍ଗୀଙ୍କ ସହ ଭେଟିଛନ୍ତି। ସିବିଆଇର ଜଣେ ଅଧିକାରୀ ଓ ଜଣେ ଓକିଲ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ସିବିଆଇ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମାଷ୍ଟରମାଇଣ୍ଡ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ ପୁଲିସ। ଗିରଫ ପରେ କଡ଼ା ସୁରକ୍ଷା ମଧ୍ୟରେ କମିଶନରେଟ ପୁଲିସ ବିବନକୁ ନେଇ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରିଛି। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ୨୨ ବର୍ଷ ପରେ ଆଜି ମୁଖ୍ୟ…

ମମତାଙ୍କ ପୁତୁରା ବୋହୂଙ୍କୁ ସିବିଆଇ ସମନ୍

କଲିକତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ପାଇଁ ସିବିଆଇ ଅଡୁଆ ଦେଖିବାକୁ ମଳିଲାଣି। କୋଇଲା ଦୁର୍ନୀତି ମାମଲାରେ ମମତାଙ୍କ ପୁତୁରା ବୋହୂ ତଥା ଟିଏମସି ସାଂସଦ ଅଭିଶେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ସିବିଆଇ ପକ୍ଷରୁ ରବିବାର ସମନ୍‌ ଜାରି କରାଯାଇଛି।…

ଫେସବୁକ୍‌ ଡାଟା ଲିକ୍, ମାମଲା ରୁଜୁ କଲା…

ନୂଆଦିଲ୍ଲୀ: ଫେସବୁକ୍‌ର ଡାଟା ଲିକ୍ ଘଟଣାରେ ମାମଲା ରୁଜୁ କରିଛି ସିବିଆଇ। ବ୍ରିଟେନର କନସଲଟିଂ ଫାର୍ମ କେମ୍ବ୍ରିଜ ଆନାଲିଟିକା ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ଲୋକଙ୍କ ବିନା ଅନୁମତିରେ ଫେସବୁକରୁ ସେମାନଙ୍କ ତଥ୍ୟ ସଂଗ୍ରହ କରି ଏହି ସଂସ୍ଥା ବିକ୍ରି କରିଥିଲା। ସାରା ବିଶ୍ୱରେ ପ୍ରାୟ ୫ କୋଟି…

ଜବତ ହୋଇଥିବା ସୁନାରୁ ୧୦୦ କେଜି ଗାଏବ,…

ଚେନ୍ନାଇ: ସିବିଆଇ ଜବତ କରିଥିବା ୧୦୩ କିଲୋଗ୍ରାମ ଓଜନର ସୁନା ଗାଏବ ହୋଇଯାଇଥିବା ସୂଚନା ମିଳିଛି।ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏହିପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ସୁନାର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା ହେବ। ମାଡ୍ରାସ ହାଇକୋର୍ଟ ସିବି-ସିଆଇଡିକୁ ଏହି ଘଟଣାର ତଦନ୍ତ…

ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର…

ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନୁହେଁ ବରଂ ସିବିଆକୁ ହସ୍ତାନ୍ତର କରାଯାଉ । ଏହି ଘଟଣାରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାରୁ ଘଟଣାକୁ ଚପାଇ ଦେବା ଲାଗି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକ ନୂଆ ନାଟକ ରଚିଛନ୍ତି। ଯେଉଁଠି ଶାସକ ଦଳର ଇଙ୍ଗିତରେ…

ସୁଶାନ୍ତ ମୃତ୍ୟୁ ମାମଲାର ଚୂଡ଼ାନ୍ତ…

ମୁମ୍ବାଇ: ସିବିଆଇ ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ କରିବାକୁ ଚାହିଁଲେ ରାଜ୍ୟ ସରକାରଙ୍କଠୁ ଅନୁମତି ନବାକୁ ପଡ଼ିବ। ଏଣିକି ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ମହାରାଷ୍ଟ୍ରରେ ତଦନ୍ତ କରିବନି। ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ପ୍ରକ୍ରିୟାର ଅବଧିକୁ ସାରିଛନ୍ତି। କେବଳ…

ପୁଣି ଥରେ ହାଥ୍ରାସ ପୀଡିତାଙ୍କ ପରିବାରକୁ…

ଲକ୍ଷ୍ନୌ: ହାଥ୍ରାସ୍ ଗଣଦୁଷ୍କର୍ମ ପୀଡିତା ପରିବାରକୁ ଆଜି ଦ୍ୱିତୀୟ ଥର ପାଇଁ ଭେଟିଛନ୍ତି ସିବିଆଇ ଟିମ୍। ଏଥିସହିତ ଅପରାଧ ଘଟିଥିବା ଜାଗା ଦେଖିଛନ୍ତି। ପୋଲିସ ପକ୍ଷରୁ ଆଲିଗଡ ଜେଲରେ ରହିଥିବା ୪ ଅଭିଯୁକ୍ତଙ୍କୁ ମଧ୍ୟ ପଚରା ଉଚୁରା କରାଯାଇଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ ଜେରା କରାଯାଉଥିବା ସମୟରେ…