Odisha Link
Bridging the Missing Links in Odisha
Browsing Tag

CBI

ଓଡ଼ିଶାରେ ବଡ଼ ଧରଣର ସିବିଆଇ ରେଡ୍, ୬୭…

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶାରେ ହୋଇଛି ବଡ଼ ଧରଣର ସିବିଆଇ ରେଡ୍‌। ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ୍‌ ନେଇ ରେଡ ହୋଇଥିବା ସୂଚନା। ରାଜ୍ୟର ୬୭ଟି ସ୍ଥାନରେ ରେଡ୍‌ କରୁଛି ସିବିଆଇ। ଏହି ବଡ଼ ରେଡରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ହୋଇଛନ୍ତି। ' ସୂଚନାଥାଉକି, ପୋଷ୍ଟାଲ…

ସିବିଆଇ ଜାଲରେ ଜଣେ ସ୍ୱାସ୍ଥ୍ୟ ଅଧିକାରୀ;…

ଓଏଲ୍‌ ବ୍ୟୁରୋ: ୫୦ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା। କୋଭିଡ କ୍ଲିୟରାନ୍ସ ପାଇଁ କ୍ରିଉ ମେମ୍ବରଙ୍କ ଠାରୁ ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଲାଞ୍ଚ ନେଉଥିଲେ। ବର୍ତ୍ତମାନ ସେ ସିବିଆଇ ଜାଲରେ ପଡିଛନ୍ତି। ପାରାଦୀପ ଜଣେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଘରେ ସିବିଆଇର ମାରାଥନ ରେଡ୍‌। ପୋର୍ଟ ହେଲ୍‌ଥ ଅର୍ଗାନାଇଜେସନ…

ବାହାନଗା ରେଳ ଦୁର୍ଘଟଣା: ଚାର୍ଜସିଟ୍‌…

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ମାମଲାରେ ଏବେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ସିବିଆଇ ତରଫରୁ ଗିରଫ ହୋଇଥିବା ରେଳ ବିଭାଗର ୩ଜଣ କର୍ମଚାରୀଙ୍କ ନାମରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି। ସିବିଆଇ ତରଫରୁ ରେଳ ବିଭାଗର କର୍ମଚାରୀ ଅରୁଣ କୁମାର ମହାନ୍ତ, ଅମୀର…

ନକଲି ସାର୍ଟିଫିକେଟ ଘଟଣା: ପୁଣି…

ଓଏଲ୍‌ ବ୍ୟୁରୋ: ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ନେଇ ଅଭିଯୋଗ ହୋଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ ଜିଲ୍ଲା ଶିକ୍ଷା ଅଧିକାରୀ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ। ସମ୍ପୃକ ୪ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ବହିଷ୍କାର କରିଥିଲେ। ସଂପୃକ୍ତ ୪ ଶିକ୍ଷକଙ୍କ…

ବାହାନଗାରେ ସିବିଆଇର ସ୍ବତନ୍ତ୍ର ଟିମ୍‌ 

ଓଏଲ୍‌ ବ୍ୟୁରୋ: ଭାରତୀୟ ରେଳବାଇ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ କରିବ ବୋଲି ସୁପାରିସ କରିଛି। ଯାହାରିଫଳରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ଟିମ୍‌ ବାଲେଶ୍ବରରେ ପହଞ୍ଚିସାରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ସିବିଆଇର…

ପୂର୍ବତନ ରାଜ୍ୟପାଳଙ୍କୁ ସିବିଆଇ ସମନ,…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟାପଳ ସତ୍ୟପାଳ ମଲିକଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କାରଣ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ସତ୍ୟପାଳଙ୍କୁ ସମନ ଜାରି କରିଛି। ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ସିବିଆଇ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା:…

ଓଏଲ୍‌ ବ୍ୟୁରୋ: ନୂଆକରି ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇଥିବା ଆମ୍‌ ଆଦମୀ ପାର୍ଟି ପାଇଁ ଅଡ଼ୁଆ କରୁଛି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା। କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜେରା କରିିଛି ସିବିଆଇ। ରବିବାର ଦିନ କେଜ୍ରିଓ୍ବାଲ ସିବିଆଇ ଦପ୍ତରରେ…

ଇଡି-ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଗଲେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ‘ଅପବ୍ୟବହାର’ ଅଭିଯୋଗ କରି ୧୪ ବିରୋଧୀ ଦଳ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ୧ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ। ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ…

ଚିଟଫଣ୍ଡ ମାମଲାର ତଦନ୍ତରେ ବିଳମ୍ବ,…

ଓଏଲ୍‌ ବ୍ୟୁରୋ : ଦୀର୍ଘଦିନ ହେବ ଲାଗିରହିଥିବା ଚିଟଫଣ୍ଡ ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା ଚିଟଫଣ୍ଡ ମାମଲାର ଖଣ୍ଡପୀଠରେ ଶୁଣାଣୀ ବେଳେ କାହିଁକି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ମାନ୍ୟବର ନ୍ୟାୟାଳୟ। ଇଡି ସିବିଆଇ ତଦନ୍ତ କରୁଥିବା…

ଭିଡିଓକନ୍‌ ଚେୟାରମ୍ୟାନ୍‌ ଭେଣୁଗୋପାଳ…

ଓଏଲ୍‌ ବ୍ୟୁରେ।: ଭିଡିଓକନ୍‌ର ଚେୟାରମ୍ୟାନ୍‌ ଭେଣୁଗୋପାଳ ଧୁତଙ୍କୁ ଗିରଫ କଲା ସିବିଆଇ। ଏହାପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଥିଲା। ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଭାବେ କାମ କରିବା ବେଳେ ଭିଡିଓକୋନ…