Odisha Link
Bridging the Missing Links in Odisha
Browsing Tag

Chandbali

ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ,…

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ମୁତାବକ, ଚାନ୍ଦବାଲିର ଶାସ୍ତ୍ରୀନଗର…

ନିଆଁରେ ଜଳିଗଲା ୬ ବଖରା, ମହିଳା ଜୀବନ୍ତ…

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଚରଦିଆ ଗାଁରେ ଗ୍ୟାସରୁ ନିଆଁ ଲାଗି ୬ ବଖରା ଘର ଜଳି ପାଉଁଶ ହୋଇଯାଇଥିବା ବେଳେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଜୀବନ୍ତ ଦଗ୍ଧ ହୋଇଯାଇଥିବା ମହିଳାଙ୍କ ନାଁ ପୂର୍ଣ୍ଣିମା ମହାଳିକ।…

ସ୍କୁଲ ସୂଚନା ଫଳକ ଖସି ଛାତ୍ର ଗୁରୁତର

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ସୋମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଛାତରୁ ସିମେଣ୍ଟ ସୂଚନା ଫଳକ ଖସି ଜଣେ ଛାତ୍ର ଗୁରୁତ୍ବର ଆହତ ହୋଇଛନ୍ତି। ଛାତ୍ରଙ୍କ ନାଁ ବିସ୍ମୟ ମାଝୀ। ସେ ଅଷ୍ଟମ ଶ୍ରେଣୀର ଛାତ୍ର। ଆଜି ସକାଳେ ବିସ୍ମୟ ସ୍କୁଲ ଛାତ ଉପରେ ଚଢ଼ି ଝାଡ଼ୁ କରୁଥିଲେ।…

ଜାମିନରେ ଆସି ପୁଣି ଦୁଷ୍କର୍ମ ଉଦ୍ୟମ

ଚାନ୍ଦବାଲି: ଚାନ୍ଦବାଲି ଅଞ୍ଚଳରେ ଦୁଷ୍କର୍ମ ଅପରାଧ ପରେ ଜାମିନରେ ଆସିବା ପୁଣି ଥରେ ଦୁଷ୍କର୍ମ ଉଦ୍ୟମ କରିଥିବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି। ଦୁଷ୍କର୍ମ ଉଦ୍ୟମ କରିଥିବା ଦୁଇ ଅଭିଯୁକ୍ତ ତାପସ କୁମାର ସାହୁ ଏବଂ ଦୀପକ ଖଟୁଆ ବର୍ତ୍ତମାନ ଫେରାର ଅଛନ୍ତି। ଏଥିସହ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କ ପରିବାର…