Odisha Link
Bridging the Missing Links in Odisha
Browsing Tag

Childs Deadbody

ନବଜାତର ମୃତଦେହକୁ ଖାଇଲା କୁକୁର

ଓଏଲ୍ ବ୍ୟୁରୋ : କେନ୍ଦୁଝର ଡାକ୍ତରଖାନା ପରିସରରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏକ ନବଜାତ ଶିଶୁର ମୃତଦେହ କୁକୁର ଖାଉଥିବାର ଦେଖିବାକୁ ମିଳିଛି। ନବଜାତ ଶିଶୁ ମୃତଦେହ କେଉଁଠୁ ଆସିଲା ଏବଂ ଏଭଳି ଅବସ୍ଥାରେ କିପରି କୁକୁର ମୃତଦେହ ପାଇଲା, ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା…

ନଦୀରେ ଭାସୁଛି ଅଜଣା ଶିଶୁର ମୃତଦେହ

ଭଦ୍ରକ: ସାଳନ୍ଦୀ ନଦୀରେ ଭାସୁଛି ଅଜଣା ଶିଶୁର ମୃତଦେହ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଓଳଙ୍ଗ ଗୋବିନ୍ଦପୁର ନିକଟରେ ମୃତଦେହ ଭାସୁଥିବାର ସୂଚନା ମିଳିଛି। ମୃତଦେହଟି ବର୍ଷକର ଶିଶୁର ମୃତଦେହ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୋଲିସକୁ ସୂଚନା ଦେଇଛନ୍ତି।