Odisha Link
Bridging the Missing Links in Odisha

ନଦୀରେ ଭାସୁଛି ଅଜଣା ଶିଶୁର ମୃତଦେହ

ଭଦ୍ରକ: ସାଳନ୍ଦୀ ନଦୀରେ ଭାସୁଛି ଅଜଣା ଶିଶୁର ମୃତଦେହ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଓଳଙ୍ଗ ଗୋବିନ୍ଦପୁର ନିକଟରେ ମୃତଦେହ ଭାସୁଥିବାର ସୂଚନା ମିଳିଛି।
ମୃତଦେହଟି ବର୍ଷକର ଶିଶୁର ମୃତଦେହ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୋଲିସକୁ ସୂଚନା ଦେଇଛନ୍ତି।

Comments are closed.