ଚଳଚ୍ଚିତ୍ର ଉତ୍ସବ ଓ ଫଟୋ ପ୍ରଦର୍ଶନୀ…
ଭୁବନେଶ୍ୱର : ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଇଡ୍କଲ୍ ଅଡିଟୋରିୟମ୍ରେ ଆଜିଠାରୁ ଆରମ୍ଭ ହୋଇଛି ୨ ଦିନିଆ ଚଳଚ୍ଚିତ୍ର ଉତ୍ସବ ସାଙ୍ଗକୁ ଫଟୋ ପ୍ରଦର୍ଶନୀ । ପୂର୍ବାହ୍ନରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଭାସ୍କରଜ୍ୟୋତି…