ଘର କାନ୍ଥରୁ ୪୫ ନାଗ ଛୁଆ ଉଦ୍ଧାର
ଭଦ୍ରକ : ଭଦ୍ରକ ଗ୍ରମାଞ୍ଚଳ ଥାନା ହାତୀ ସାହିରେ ଦେଖାଦେଇଛି ଏମିତି ସାପ ଆତଙ୍କ । ଦୁଇ ନାଗୁଣୀଙ୍କ ସହ ୪୫ ନାଗ ଛୁଆ ଉଦ୍ଧାର ହୋଇଛନ୍ତି । ହାତୀ ସାହିର ସୁରେଶ ରାଉତଙ୍କ ଘର କାନ୍ଥରେ ଏହି ସାପ ବହୁ ଦିନରୁ ରହିଥିଲେ । ଘରେ ତାଙ୍କ ଝିଅ ଶୋଇଥିବା ବେଳେ ଗୋଟିଏ ସାପ ଗୋଡ ଉପରେ ଚାଲିଯାଇଥିଲା । ଫଳରେ ଘରେ…