Odisha Link
Bridging the Missing Links in Odisha
Browsing Tag

Congress Bhawan

ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ଆଉ ୬ ମାସରୁ କମ୍‌ ସମୟ ଥିବାବେଳେ ଓଡ଼ିଶା ରାଜନୈତିକ ମାହୋଲ ଉଷ୍ମ ହେବାରେ ଲାଗିଛି। ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଯେବେଠୁ ଆଇଏଏସ୍‌ ଚାକିରି ଛାଡ଼ି ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ ହୋଇଛନ୍ତି ସେବେଠୁ ଓଡ଼ିଶା ରାଜନୀତି ସବୁଠି ଚର୍ଚ୍ଚାରେ। ଏସବୁ ମଧ୍ୟରେ କଂଗ୍ରେସ ନେତା…

ପଦ୍ମପୁରରେ ନେତା, କଂଗ୍ରେସ ଭବନରୁ ଚୋରି

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ମାଳ ମାଳ ନେତା ପଦ୍ମପୁରରେ ଡେରା ପକାଇଛନ୍ତି। ଏହାରି ମଧ୍ୟରେ ରାଜ୍ୟ କଂଗ୍ରେସ ଭବନରୁ ଚୋରି ଅଭିଯୋଗ ହୋଇଛି। ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା କଂଗ୍ରେସ ରାଜ୍ୟ ପାର୍ଟି…