Odisha Link
Bridging the Missing Links in Odisha
Browsing Tag

construction

୮୬୧.୯୦ କୋଟି ଟଙ୍କା ବ୍ୟୟରେ ଟାଟା…

ନୂଆଦିଲ୍ଲୀ : ନୂଆ ସଂସଦ ଭବନ ନିର୍ମାଣ କରିବ ଟାଟା ଗ୍ରୁପ୍। ସଂସଦ ଭବନ ନିର୍ମାଣ ଟାଟା ଗ୍ରୁପ୍‌‌କୁ ଟେଣ୍ଡର ମିଳିଛି। ୮୬୧.୯୦ କୋଟି ଟଙ୍କା ବ୍ୟୟରେ ଟାଟାଗ୍ରୁପ ଏହି ନୂଆ ସଂସଦ ଭବନ ନିର୍ମାଣ କରିବ। ସିପିଡବ୍ଲ୍ୟୁଡିର କହିବା ଅନୁଯାୟୀ, ପାର୍ଲାମେଣ୍ଟ ହାଉସ ଇଷ୍ଟେଟ୍‌ର ପ୍ଲଟ୍ ନମ୍ବର ୧୧୮ରେ ନୂଆ ସଂସଦ…

ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ…

ଅଯୋଧ୍ୟା: ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଆଜିଠାରୁ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଆଜି ସକାଳୁ ଇଞ୍ଜିନିୟରମାନେ ମନ୍ଦିର ନିର୍ମାଣ ହେବା ସ୍ଥାନର ମାଟି ପରୀକ୍ଷା କରୁଛନ୍ତି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ…